ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

ନବରଙ୍ଗପୁର-(୨୫|୧) ଆଜି ବି. ମାଳି ଗୁଡାଠାରେ ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ କରାଯାଇଥିଲା । ଏଥିରେ ଅଙ୍ଗନବାଡି ସୁପରଭାଇଜର ମୋନିକା ସରକାର, ସିଡିପିଓ ସସ୍ମିତା ମହାନ୍ତି, ଡ଼ ସାମଲ, ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ । ଆଇନଜୀବୀ କିଶୋରୀ ପଟ୍ଟନାୟକ ବାଳିକା ମାନଙ୍କ ପାଇଁ ଥିବା ସରକାରୀ ଯୋଜନା, ପୋସ୍କ ଆକ୍ଟ,ଜୁଭେନାଇଲ ଆକ୍ଟ, ବାଲ୍ୟ ବିବାହ ଆଇନ ସମ୍ବନ୍ଧରେ ବ୍ୟାପକ ଭାବେ ବୁଝାଇଥିଲେ l ଶେଷରେ ସଖୀ କେନ୍ଦ୍ରର ସହକର୍ମୀ ଟୁନି ଖଣ୍ଡପନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନାବାଳିକା ପିଡିତା ପରିବାର କୁ ଭେଟିଲେ ଭାଜପା ପ୍ରତିନିଧି ଦଳ

Sunil Chandra Nayak

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

masiha

ଅଗଷ୍ଟ ଓ ସେପ୍ଟେମ୍ବର – ୨୦୨୫ ମାସ ନିମନ୍ତେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ତିରିକୃତ

Sunil Chandra Nayak

Leave a Comment

error: Content is protected !!