ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

ନବରଙ୍ଗପୁର-(୨୫|୧) ଆଜି ବି. ମାଳି ଗୁଡାଠାରେ ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ କରାଯାଇଥିଲା । ଏଥିରେ ଅଙ୍ଗନବାଡି ସୁପରଭାଇଜର ମୋନିକା ସରକାର, ସିଡିପିଓ ସସ୍ମିତା ମହାନ୍ତି, ଡ଼ ସାମଲ, ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ । ଆଇନଜୀବୀ କିଶୋରୀ ପଟ୍ଟନାୟକ ବାଳିକା ମାନଙ୍କ ପାଇଁ ଥିବା ସରକାରୀ ଯୋଜନା, ପୋସ୍କ ଆକ୍ଟ,ଜୁଭେନାଇଲ ଆକ୍ଟ, ବାଲ୍ୟ ବିବାହ ଆଇନ ସମ୍ବନ୍ଧରେ ବ୍ୟାପକ ଭାବେ ବୁଝାଇଥିଲେ l ଶେଷରେ ସଖୀ କେନ୍ଦ୍ରର ସହକର୍ମୀ ଟୁନି ଖଣ୍ଡପନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ରାଜପଥ ଜଗିଛି ଏଆଇ କ୍ୟାମେରା

Sunil Chandra Nayak

ନେପାଳୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

masiha

ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ଚେତିଲାନି ପ୍ରଶାସନ 

masiha

Leave a Comment

error: Content is protected !!