ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

ନୂଆପଡ଼ା ଜିଲ୍ଲାର ଖଡ଼ିଆଳର ଜାତୀୟ ଦିବସ ପଳନ କମିଟି ଆନୁକୂଲ୍ୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମାରୋହରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ଯକ୍ଷା ପୁଷ୍ପାଞ୍ଜଳି ନନ୍ଦ, ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରସେନ ବେହେରା , ତହସିଲଦାର ଲଳିତ କୁମାର ବାଗ,ଏସ୍ଡିପିଓ ଅରୂପ ଅଭିଷେକ ବେହେରା , ଖଡ଼ିଆଲ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ,ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ନନ୍ଦ, ମେଜର୍ ଡକ୍ଟର ରାମଚନ୍ଦ୍ର ମିଶ୍ର,ଡକ୍ଟର ପଦ୍ମ ଲୋଚନ ବର୍ମା ,ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ,ଜଗବନ୍ଧୁ ବାରିକ, ସତୀଶ କୁମାର ପଟ୍ଟନାୟକ , ସିଡିପିଓ ମୀନାକୁମାରୀ ଅଗ୍ରୱାଲ , ସୁରେନ୍ଦ୍ର କୁମାର , ଅଜିତ ଚନ୍ଦ୍ର ପ୍ରଧାନ ,ସି.ଆର୍.ସି.ସି. ପ୍ରଶାନ୍ତ କୁମାର ପଣ୍ଡା , ପ୍ରକାଶ ଠାକୁର , ପୁରୁଷୋତ୍ତମ ସଗରିଆ , ରତନ ସିଂ ବାରିକ , ଅକ୍ଷୟ କୁମାର ରଥ, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋତିଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ   

Sunil Chandra Nayak

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଓ ବିଜୟ ଦଶମୀ ଉତ୍ସବ ଉପଲକ୍ଷେ ରାଇଘର ଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ 

Sunil Chandra Nayak

ମୂରଳୀଧର ନାଏକ ହେଲେ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ସଂଯୋଜକ

Sunil Chandra Nayak

Leave a Comment

error: Content is protected !!