ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

ନୂଆପଡ଼ା ଜିଲ୍ଲାର ଖଡ଼ିଆଳର ଜାତୀୟ ଦିବସ ପଳନ କମିଟି ଆନୁକୂଲ୍ୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମାରୋହରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ଯକ୍ଷା ପୁଷ୍ପାଞ୍ଜଳି ନନ୍ଦ, ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରସେନ ବେହେରା , ତହସିଲଦାର ଲଳିତ କୁମାର ବାଗ,ଏସ୍ଡିପିଓ ଅରୂପ ଅଭିଷେକ ବେହେରା , ଖଡ଼ିଆଲ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ,ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ନନ୍ଦ, ମେଜର୍ ଡକ୍ଟର ରାମଚନ୍ଦ୍ର ମିଶ୍ର,ଡକ୍ଟର ପଦ୍ମ ଲୋଚନ ବର୍ମା ,ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ,ଜଗବନ୍ଧୁ ବାରିକ, ସତୀଶ କୁମାର ପଟ୍ଟନାୟକ , ସିଡିପିଓ ମୀନାକୁମାରୀ ଅଗ୍ରୱାଲ , ସୁରେନ୍ଦ୍ର କୁମାର , ଅଜିତ ଚନ୍ଦ୍ର ପ୍ରଧାନ ,ସି.ଆର୍.ସି.ସି. ପ୍ରଶାନ୍ତ କୁମାର ପଣ୍ଡା , ପ୍ରକାଶ ଠାକୁର , ପୁରୁଷୋତ୍ତମ ସଗରିଆ , ରତନ ସିଂ ବାରିକ , ଅକ୍ଷୟ କୁମାର ରଥ, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋତିଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଯାମଦା ବ୍ଳକ ; ଯାମଦାରେ ବହୁ ପ୍ରତିକ୍ଷିତ ଅଟଳ ବସଷ୍ଟାଣ୍ଡ ଶିଳାନ୍ୟାସ କଲେ ସାଂସଦ ଓ ଵିଧାୟକ

ଛାତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଶିକ୍ଷୟିତ୍ରୀ ଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ 

masiha

ବନ୍ଦ ଘରୁ ଯୁବତୀଙ୍କ ମୃତ ଦେହ ଉଧାର 

masiha

Leave a Comment

error: Content is protected !!