ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଥାନା ରେ ନୂତନ ଆଇ ଆଇ ସି ଙ୍କ ଯୋଗଦାନ

ତେନ୍ତୁଳିଖୁଣ୍ଟି ୦୭/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ରେ ଆଜି ନୂତନ ଆଇ ଆଇ ସି ଅଭିମନ୍ୟୁ ଦୁର୍ଗା ଯୋଗ ଦେଇଛନ୍ତି। ଆଇ ଆଇ ସି ଟଙ୍କ ଗିରି ଭୋଇ ଙ୍କ ବଦଳି ପରେ ଏହି ପଦବୀ ଖାଲି ଥିଲା। ଆରକ୍ଷୀ ଅଧୀକ୍ଷ ଏସ ସୁଶ୍ରୀ ଅଭିମନ୍ୟୁ ଦୁର୍ଗା ଙ୍କୁ ତେନ୍ତୁଳିଖୁଣ୍ଟି ଥାନା ସହ ଖାତିଗୁଡା ଥାନା ଦାୟିତ୍ୱ ଦେଇଛନ୍ତି। ଅଭିମନ୍ୟୁ ଦୁର୍ଗା ତେନ୍ତୁଳିଖୁଣ୍ଟି ଆଇ ଆଇ ସି ଦାୟିତ୍ୱ ନେବା ପରେ ଆଇନ ଶୃଙ୍ଖଳ। ଠିକ ରଖିବା , ଅପରାଧନିୟନ୍ତ୍ରଣ ,ବେଟିଙ୍ଗ ଆଦି ରୋକିବା ପ୍ରାଥମିକତା ରହିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

Sunil Chandra Nayak

ମେଧା ଅନ୍ବେଷଣ ପରୀକ୍ଷା ୨୦୨୩ ଅନୁଷ୍ଠିତ

masiha

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

Sunil Chandra Nayak

Leave a Comment

error: Content is protected !!