ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମାୟା କଲେଜରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

ମହାମାୟା କଲେଜରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ମହାମାୟା ଯୁକ୍ତ ଦୁଇ ପବ୍ଲିକ ସ୍କୁଲ ଠାରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଟଙ୍କଧର ସାହୁଙ୍କ ତତ୍ୱାବଧାନରେ କଲେଜର ପ୍ରିନ୍ସିପାଲ ସୁନୀତା ତିୱାରୀ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ମହାମାୟା କଲେଜର ସଂଗୀତ ପ୍ରତିଯୋଗିତାରେ ରୁଆନା ନନ୍ଦ ପ୍ରଥମ, ହିନ୍ଦୀ ଭାଷଣ ପ୍ରତିଯୋଗିତାରେ ମନ୍ଦାକିନୀ ବେହେରା ପ୍ରଥମ, ହିନ୍ଦୀ ଭାଷଣ ପ୍ରତିଯୋଗିତାରେ ଆରୁଷି ଅଗ୍ରୱାଲ ଦ୍ଵିତୀୟ, ନୃତ୍ୟ ପ୍ରତିଯୋଗିତା ଝାଙ୍କି ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନେ ପ୍ରଥମ, ପ୍ୟାରେଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପ୍ରିନ୍ସିପାଲ ସୁନୀତା ତିୱାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

Sunil Chandra Nayak

ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ 

masiha

ପଲ୍ଲୀର ପୁଅ ଦିଲ୍ଲୀରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!