ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

ପାଟଣାଗଡ଼ ୨୬/୧( ମ ନି ସ) ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦୀବସ ସ୍ଥାନୀୟ ରାଧାକୃଷ୍ଣ ଧର୍ମଶାଳା ଠାରେ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ସଂଘ ର ଉପ ସଭାପତି ଗୋରେଖନାଥ ବରିହା ପତାକା ଉତ୍ତୋଳନ କରିଥିଲେ । ପରେ ସଂଘର ସଭାପତି କରୁଣା କର ବୁଡେକ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ୭୫ ତମ ଗଣତନ୍ତ୍ର ଦିବସ ଉପରେ ଆଲୋକପାତ କରି ଅଞ୍ଚଳ ର ବିକାଶ ଦିଗରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ।ଏଥିରେ ସଂଘ ସମସ୍ତ କର୍ମକର୍ତ୍ତା ସହ ଆଦିବାସୀ ନେତା ଗିରିଧାରୀ ଭୋଇ ଉପସ୍ଥିତ ଥିଲେ |ଅନ୍ୟମାନଙ୍କ ମଧ୍ୟ ସଂଘର ଉପଦେଷ୍ଟା ଜଗଦୀଶ ଭୋଇ ,କୋଷାଧ୍ୟକ୍ଷ ଘନ ଭୋଇ,ସଂପାଦକ ବିମଳ କୁମାର ବାଗ , ସହ ସଂପାଦକ ଗୁଣନିଧି ପୁଟେଲ,ପିତରାଜ ଧରୁଆ ,ଅଭିମନ୍ୟୁ ବାଗ , ଘନ ବରିହା , ଶେଷଦେବ ସିଂ ନାଏକ ,ଲଲିତ ମଲ୍ଲିକ , ଚନ୍ଦ୍ରଶେଖର ବରିହା , ଦୁର୍ଯ୍ୟୋଧନ ବର୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବେଲଗାଁ ପଞ୍ଚାୟତବାସୀଙ୍କ ବିକ୍ଷୋଭ; ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରାଉ, ଦାବିପତ୍ର ପ୍ରଦାନ

Sunil Chandra Nayak

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ,    ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

masiha

Leave a Comment

error: Content is protected !!