ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ମାହାସଭା ପ୍ରଥମ ଅଧିବେଶନ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କ୍ଷେତ୍ରୀୟ କାସିପଲା ଗ୍ରାମ ଠାରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର କୁଳପତି ବିଜୟ ପ୍ରତାପ ସିଂ ମହାରଥା ଅଧ୍ୟକ୍ଷତା କରିଥିବା ବେଳେ ଉପକୂଳପତି ଡିଜଳେଶ୍ବର ବାରିକ ,ମୁଖ୍ୟ ସମ୍ପାଦକ ବୃନ୍ଦାବନ ବାରିକ, ସହ ସମ୍ପାଦକ ସହଦେଵ ରାଉତ,ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ମାଝୀ, କୋଷାଧ୍ୟକ୍ଷ ଲୋକନାଥ ବାରିକ, ସଂଗଠକ ଅନୀଲ କୁମାର ଦଣ୍ଡସେନା ସମେତ ବହୁ ଅତିଥି ଯୋଗ ଦେଇଥିଲେ । ଦ୍ଵିତୀୟ ଅଧିବେଶନ ରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର କୁଳପତି ଓ ମୂଖ୍ୟ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ବିଭୁଦତ୍ତ ଚଳାନ ପ୍ରକାଶ କରିଛନ୍ତି। ୨୮ ଗୋଟି ଅଞ୍ଚଳରୁ ୭ ଜଣ ସଦସ୍ୟ ୧୯୬ ଜଣ ସଦସ୍ୟ ଯୋଗ ଦେଇ ଚେନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

Sunil Chandra Nayak

ରତି ନାରାୟଣ ରାଉତ ଙ୍କ କବିତା – ବିଶ୍ରାମ

Sunil Chandra Nayak

Leave a Comment

error: Content is protected !!