ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

ରାଜନଗର -1.2.024କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡପଲ୍ଲି ଠାରେ ଅନୁଷ୍ଠିତ ଚଞ୍ଚଳା ମିନିଷ୍ଟାଡିୟମରେ 42ତମ ଚଞ୍ଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଜ୍ୟ ସ୍ତରୀୟ ମଗାଫାଇନାଲ ମ୍ୟାଚ ଗତକାଲି ଚଳଚିତ୍ର ତାରକା ପ୍ରିୟା ଚୌଧୁରୀଙ୍କ ଦ୍ବାରା ଉଦ୍ଜାପିତ ହୋଇ ଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟ 21ତାରିଖରେ ଓଡିଶାର ଅଲମ୍ପିକ ଦୁନିଆର ଦ୍ରୁତତମ ଧାଵିକା ଦୂତିଚାନ୍ଦ ଓ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀଯୁକ୍ତ ଅଶୋକ କୁମାର ପ୍ରତିହାରୀଙ୍କ ଦ୍ଵାରା ଉଦ୍ଘାଟନ ହୋଇ ଥିଲା। ଗତକାଲି ଟୁର୍ଣ୍ଣାମେଣ୍ଟର ଉଦ୍ଜାପିତ ଉତ୍ସବରେ ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ପାଇଁ ଅଧିକ ଜନସମାଗମ ହୋଇଥିଲେ ମଧ୍ୟ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ ହୋଇଥିବା ଉଦ୍ଜାପିତ ଉତ୍ସବର ଅତିଥି ଅଶୋକ କୁମାର ପ୍ରତିହାରୀ କହିଛନ୍ତି। ସାମାନ୍ୟ ସମସ୍ୟା ଯୋଗୁ କିଛି ସମୟ ଖେଳରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲେ ମଧ୍ୟ ଗୋବବନ୍ଧୁ କ୍ଲବ କେନ୍ଦ୍ରାପଡାକୁ ହରାଇ ପାରାଦ୍ଵୀପ ଚମ୍ପିୟାନ ହେବାର ସୌଭାଗ୍ୟ ହାସଲ କରିଛି ।ପ୍ରତିବର୍ଷ ପରି ଟୁର୍ଣ୍ଣାମେଣ୍ଟକୁ ଅଶୋକ ପ୍ରତିହାରୀଙ୍କ ସହଯୋଗ ପାଇଁ ସାଧାରଣରେ ତାଙ୍କର ପ୍ରସଂଶା ଛୁଟୁଛି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ !!!

Related posts

ନବରଙ୍ଗପୁର ର ସୁନା ଝିଅ ମିନା ସାନ୍ତା ଭାରତର ଗର୍ବ

masiha

ବଡାମକୁରାଡ଼ି ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ରୌପ୍ୟ ଜୟନ୍ତୀ ପାଳିତ 

masiha

କଲିକତା ଠାରେ ଅନୁଷ୍ଠିତ ଇସକା ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫ ରେ କଳାହାଣ୍ଡି ଜିଲ୍ଲାକୁ ୧ ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ 

masiha

Leave a Comment

error: Content is protected !!