ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତନ୍ତିପାଲ୍ କ୍ରିକେଟ୍ ଟୁର୍ଣାମେଣ୍ଟ, ଚଚରାଗୁଡା,ବିଜେତା ଡାବୁଗାଁ ଦଳ /ଉପ-ବିଜେତା ମାନିଗାଁ ଦଳ

ନବରଙ୍ଗପୁର -(ମସିହା)-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ତନ୍ତିପାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉତଜାପନୀ ଦିବସରେ ଡାବୁଗାଁ ଓ ମାନିଗାଁ ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଜାଇଛି।ଉକ୍ତ ଫାଇନାଲ ମ୍ୟାଚରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ପଞ୍ଚାୟତ ସମିତି ଅଧକ୍ଷା ବିଣା ମାଝୀ,ସମ୍ମାନିତ ଅତିଥି ପୁର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିବା ବେଳେ ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରାଙ୍କ ସଭାପତିତ୍ଵରେ ଟୁର୍ଣାମେଣ୍ଟ ଖେଳ କମିଟି ମାନଙ୍କ ତତ୍ଵାବଧାନରେ ଖେଳ ଉପଭୋଗ କରିଥିଲେ । ଖେଳ ଖୁବ ସୁନ୍ଦର ଭାବେ ପରିଚାଳନା କରି ଥିବାରୁ କ୍ରିଡାପ୍ରେମୀ ଦର୍ଶକବ୍ରୁନ୍ଦଙ୍କ କରତାଳିରେ ବେଶ ଖେଳାଳିମାନଙ୍କୁ ଖେଳିବାର ଉଛାହ ଜୋଗାଇ ଥିଲା।ଡାବୁଗାଁ କ୍ରିକେଟ୍ ଦଳ ବିଜେତା ହୋଇ ମୁଖ୍ୟ ଅତିଥି ଓ ବର୍ତ୍ତମାନର ସରପଞ୍ଚ ତଥା ଉକ୍ତ ସଭାର ସଭାପତି ରଞ୍ଜୁ ଭତ୍ରା ଦୁହିଙ୍କ ଠାରୁ ୧୦ହଜାର ଓ ଟ୍ରଫି ଦେଇ ପୁରସ୍କ୍ରୁତ କରି ଥିଲେ।ଉପ-ବିଜେତା ଦଳଙ୍କୁ ପୁର୍ବତନ ସରପଞ୍ଚ ଶ୍ରୀ ନାୟକ୍ ୭ହଜାର ଓ ଟ୍ରଫି ଦେଇ ପୁରସ୍କ୍ରୁତ କରି ଥିଲେ।କମିଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ମହେଶ ଗଣ୍ଡା,ସୁନିଲ୍ ହରିଜନ,ତାନ୍ତିପାଳ ପନକା,ଜୁଧେଷ୍ଟି ତନ୍ତି,କର୍ଣ ଭତ୍ରା ଓ ତ୍ରିନାଥ ପାଣ୍ଡେ ପ୍ରମୁଖ ସହଜୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

masiha

କର୍ଲ।କୋଟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ବଙ୍କାପଳାକୁ ହରାଇ ନାଏକାନିଗୁମା ଚମ୍ପିୟାନ

Sunil Chandra Nayak

ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଜୁନାଗଡ଼କୁ ହରାଇ ନବରଙ୍ଗପୁର ବିଜୟୀ

masiha

Leave a Comment

error: Content is protected !!