ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଓଡ଼ିଆ ଭାଷା ଉଦଘାଟନ ହୋଇ ଯାଇଛି 

ବିଶ୍ୱ ଓଡ଼ିଆ ଭାଷା ଉଦଘାଟନ ହୋଇ ଯାଇଛି 

ବନ୍ଧୁଗାଁ ତା,୩/୨/୨୪, ଆଜି ସାରା ଭାରତରେ ଭାଷା ହିଁ ଭବିଷ୍ୟତ, ଭାଷା ହେଉଛି ଆମ ପରିଚୟ,   ଓଡ଼ିଆ ଭାଷାର ଗରିମା ବୃଦ୍ଧି ଦିଗରେ ପ୍ରଥମ ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ନିକଟ ମିନି ଷ୍ଟାଡିୟମ ଠାରେ ଆୟୋଜିତ କରା ଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିନ୍ୟାକା ଓ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା ଉପସ୍ଥିତ ରହି ଓଡିଶାର ବର ପୁତ୍ର ବିଜୁ ପଟ୍ଟନାୟକ, ଓଡ଼ିଆ ଭାସାର ଲେଖକ କୋବି ଗୋପବନ୍ଧୁ ଦାସ ମଧୁସୁଧନ ଦାସ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଯଳନ କରି ଆଜିର ବିଶ୍ୱ ଓଡ଼ିଆ ଭାସାର କାର୍ଯ୍ୟ କ୍ରମକୁ ଆଗକୁ ନେଇଥିଲେ I ଏବଂ ଉଦଘାଟନ କରି ବହୁତ ଖୁସି ସାବ୍ୟସ୍ତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନିବୀନ ପଟ୍ଟନାୟକଙ୍କୁ ଆନ୍ତରିକଟା ଭାବରେ ନମସ୍କାର ଜଣାଇଥିଲେ ବନ୍ଧୁଗାଁ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଃଣ୍ୟାକା ଜଣାଇଥିଲେ I ଆମ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବମୟ ସମୟ । ଏହି ସମ୍ମିଳନୀରେ ଆମ ଭାଷାର ଇତିହାସ ବିଷୟରେ ଜାଣିବା, ବର୍ତ୍ତମାନକୁ ଦେଖିବା ଏବଂ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା। ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ଓ ଆମ ଓଡିଶାର ଓଡ଼ିଆ ଭାଷାକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦେବା ପାଇଁ ଏହି ବିଶ୍ୱ ଓଡ଼ିଆ ଭାସାର ଉଦଘାଟନ ଉତ୍ସବରେ ବନ୍ଧୁଗାଁ ବ୍ଲକର ଜିପିଈଓ ଶ୍ରୀ ଶ୍ରୀନିବାସ ପଟ୍ଟନାୟକ ଉପସ୍ଥିତ ଥିବା ଭଦ୍ର ବ୍ୟକ୍ତି ଓ ବନ୍ଧୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଭିଭାଷଣ ଦେଇଥିଲେ I ଆଜିର ଏହି ଉଦଘାଟନ କାର୍ଯ୍ୟ କ୍ରମକୁ ଶ୍ରୀ ପତ୍ତ୍ୱନାୟୋକ ପରିଚାଳନା କରିଥିଲେ I ଏହି ପରିପେଖିରେ ପିଇଓ ରାମ ଚନ୍ଦ୍ର ମେଲେକା, ସାଇରାମ ପଟ୍ଟନାୟକ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବୁଦ୍ଧିଯିବି ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାମନଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

masiha

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

masiha

Leave a Comment

error: Content is protected !!