ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦ୍ଵାରା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

କଲ୍ୟାସିଂହପୁର– ତା ୦୩/୦୪ ରୀଖ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କଲ୍ୟାସିଂହପୁର ଗସ୍ତ। ସେ କଲ୍ୟାସିଂହପୁର ଗସ୍ତକରି ଶିଙ୍ଗାରି ପଞ୍ଚାୟତ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଲ୍ୟାସିଂହପୁର ବ୍ଲକ ଅଧ୍ୟକ୍ଷା ଓ ଶିଙ୍ଗାରି ପଞ୍ଚାୟତର ସରପଞ୍ଚ ସମେତ ଅନେକ ସ୍ଥାନୀୟ ବିଜେଡ଼ି ନେତା ଉପସ୍ଥିତ ଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନବୀନ ନିବାସ ରେ 5T ସଚିବ ଙ୍କୁ ଭେଟିଲେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!