ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦ୍ଵାରା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

କଲ୍ୟାସିଂହପୁର– ତା ୦୩/୦୪ ରୀଖ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କଲ୍ୟାସିଂହପୁର ଗସ୍ତ। ସେ କଲ୍ୟାସିଂହପୁର ଗସ୍ତକରି ଶିଙ୍ଗାରି ପଞ୍ଚାୟତ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଲ୍ୟାସିଂହପୁର ବ୍ଲକ ଅଧ୍ୟକ୍ଷା ଓ ଶିଙ୍ଗାରି ପଞ୍ଚାୟତର ସରପଞ୍ଚ ସମେତ ଅନେକ ସ୍ଥାନୀୟ ବିଜେଡ଼ି ନେତା ଉପସ୍ଥିତ ଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

କୁଡୁମି ସଂପ୍ରଦାୟ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସେନା ପକ୍ଷରୁ ରାଇରଙ୍ଗପୁରରେ ପ୍ରତିବାଦ

Sunil Chandra Nayak

ପ୍ରେମଲତା ଗିରି ଙ୍କ କବିତା ଅବକାଶ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!