ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଟାଟା ଇଲେକଟ୍ରୋନିକସ୍ ପ୍ରାଲିଃ ତରଫରୁ ଏକ ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ , ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭବାନୀପାଟଣା:୨୪/୦୯ – (ମନିସ):- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ର ମିଳିତ ଆନୁକୂଲ୍ୟ ରେ ଟାଟା ଇଲେକଟ୍ରୋନିକସ୍ତ  ତ୍ରରଫରୁ ଏକ ବୃହତ୍ତ ନିଯୁକ୍ତି ମେଳା ଭବାନୀପାଟଣା ସରକାରୀ ଆଇଟିଆଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଜିଲ୍ଲାର ସମସ୍ତ ବ୍ଳକରୁ ୮୬୭ ଜଣ ପ୍ରାଥିନୀ ଏବଂ ଜିଲ୍ଲା ବାହାରୁ ୨୩ ଜଣ ମୋଟ ୮୯୦ ଜଣ ନାମ ପଞ୍ଜିକରଣ କରିଥିଲେ ଏବଂ ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ଯକ୍ରମ ଜିଲ୍ଲାପାଳ ଶ୍ରୀମତୀ ପି.ଅନ୍ବେଷା ରେଡ୍ଡିଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ସଂପାଦନ ହୋଇଥିଲା। ଶ୍ରୀ ସୁଶାନ୍ତ କୁମାର ପଟେଲ ଉକ୍ତ କାର୍ଯ୍ଯକ୍ରମ କୁ ତଦାରଖ କରିଥିଲେ। ଜିଲ୍ଲା ନିୟୋଜିତ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ। ଏଥିରେ ଓରମାସର ଶ୍ରୀ ଜର୍ଜ କେରକେଟା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବାଉଲ ଓ ଶ୍ରୀ ବିମ୍ବାଧର ସାହୁ ସହକାରୀ ଆଇଟିଆଇର ଅଧ୍ଯକ୍ଷ ସ୍ନେହାଶିସ୍ ମୁଦୁଲି, ଜିଲ୍ଲା ନିୟୋଜନ କାର୍ଯ୍ଯାଳୟ ତଥା ସରକାରୀ ଆଇଟିଆଇ ଭବାନୀପାଟଣା ର ସମସ୍ତ କର୍ମଚାରୀ ସହାୟତା କରିଥିଲେ।

Related posts

ଛତିଶଗଡ଼ରେ ବଢୁଛି _ଓଡ଼ିଶା ଚାଷୀଙ୍କ ଏମ ଏସ୍ ପି ବୃଦ୍ଧି କରିବାରେ ସରକାରଙ୍କ ଚରମ ଅବହେଳା

Sunil Chandra Nayak

ଦେପୁର ପଞ୍ଚାୟତର ବାଲିଛଡ଼ା ଗ୍ରାମର ୫ ନଂ ୱାଡ଼ରେ ମୌଳିକ ସୁବିଧା ଦାବିରେ ଭୋଟ ବର୍ଜ୍ଜନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା – ସକାଳର ଜଣାଣ

Sunil Chandra Nayak

Leave a Comment

error: Content is protected !!