ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳକୁ ସମ୍ବଲପୁର ଏବଂ ଉନ୍ନିତ

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳକୁ ସମ୍ବଲପୁର ଏବଂ ଉନ୍ନିତ

 ମୟୂରଭଞ୍ଜ -୦୯/୦୨ ( ମସିହା)ରାଇରଙ୍ଗପୁରର ମହୁଲଡିହା ଖେଳ ପଡ଼ିଆରେ ଆନ୍ତଃ ରାଜ୍ୟ ୨୫ ତମ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇଛି ଆଜି ୪ ରକ୍ତ ଦିନରେ ଦିତୀୟ କ୍ୱାର୍ଟର ଫାଇନାଲ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମାର୍ଦ୍ଧରେ ଛତିଶଗଡର ବିଳାସପୁର ରେଳବାଇ ଟିମ୍ ସିର୍ସା ରାଞ୍ଚି ଟିମକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଛି । ସେହିଭଳି ଦିତୀୟାର୍ଦ୍ଧରେ ସମ୍ବଲପୁର ଟିମ୍ ଉତ୍ତରପ୍ରଦେଶକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଛି । ଶନିବାର ୧୦ ତାରିଖ ଦିନ ସମ୍ବଲପୁର ସହିତ ବିଳାସପୁର ମଧ୍ୟରେ ଦିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ ।ଆଜିର ଷ୍ଟାର ଥିଲେ ସମ୍ବଲପୁରର ଧୂରିଣ ବ୍ୟାଟ୍ସମ୍ୟାନ୍ ପ୍ରବୀଣ ଲୋହାର ।ମାତ୍ର ୪୯ ବ୍ଲକରେ ୧୦୬ ରନ କରି ଖେଳକୁ ନିଜ ମୁଠାରେ ଯାଦୁରେ ବାନ୍ଧି ରଖିବା ସହ ପଡ଼ିଆର ଦର୍ଶକଙ୍କୁ ସୁପର ଖେଳ ଦେଖାଇଥିଲେ ।ଡିକେଏମସି ର କାର୍ଯ୍ୟକର୍ତ୍ତା ବିଧାୟକ ନବ ଚରଣ ମାଝୀ, ପ୍ରଶାନ୍ତ ପରୀକ୍ଷା,ଅମର ପ୍ରଧାନ ଦେଓ ହେମ୍ବ୍ରମ,ପଞ୍ଚୁ ଲୋହାର , ଅମିତ ସିଂ ମୋଦକ,ଜଗା ମହାନ୍ତ,କିଶୋର ରଜକ,ପ୍ରଦୀପ ରାଉତ, ସଂଜୀବ ସିଂ,ସିଦ୍ଧାର୍ଥ ପାଲ,ଉକୁଲ ପାଲ,ଶ୍ୟାମ ସୁନ୍ଦର ଜ୍ଯୋତିଷ, ଅଭିମନ୍ୟୁ ନାଏକ, ନିହାର ଦାସ,ଵୁଵୁନ ମହାନ୍ତ,ଶ୍ୟାମ ପଟ୍ଟନାୟକ,ବାବି ମହାନ୍ତ ଏବଂ ଅନ୍ୟ ମାନେ ପରିଚାଳନାକୁ ଶୃଙ୍ଖଳା ର ସହ ଆଗେଇ ନେଉଛନ ସମସ୍ତେ ଶନିବାର ଦିନ ବହୁ ଚିତ୍ତାକର୍ଷକ ଦିତୀୟ ସେମିଫାଇନାଲ ଖେଳ ସମ୍ବଲପୁର ଵନାମ୍ ବିଳାସପୁର ମଧ୍ୟରେ ହେବ ।ସମସ୍ତ କ୍ରୀଡ଼ାପ୍ରେମୀ,ଯୁବ କ୍ରୀଡାବିତ ଏବଂ ବଆମନଘଆଟଈ ଉପଖଣ୍ଡବାସୀ ମହୁଲଡିହା ଖେଳ ପଡିଆକୁ ଆସି ଖେଳର ମଜା ନେବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

“ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,ଲବଣୀପୁର ଫାଇନାଲକୁ ଉନ୍ନୀତ

Sunil Chandra Nayak

ଓଡିଶାରୁ ୭ ଜଣ ପଦକ ପାଇଲେ ଦିଲ୍ଲୀ ଠାରେ 

masiha

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଫୁଟ୍‌ବଲ୍‌ ଓ କବାଡ଼ି ଆୟୋଜିତ

masiha

Leave a Comment

error: Content is protected !!