ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

 ବସ୍ତା,11/02 :ପ୍ରଖର ରାଷ୍ଟ୍ରବାଦୀ,ଚିନ୍ତାନାୟକ ତଥା ଏକାତ୍ମ ମାନବବାଦ ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରବିବାର ରାତିରେ ପାଉଁଶକୁଲି ମଣ୍ଡଳ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଏହି ଅବସରରେ ପାଉଁଶକୁଲି ମଣ୍ଡଳ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଦତ୍ତ ଓ ଜ୍ୟୋତିର୍ମୟ ନନ୍ଦ,ପାଉଁଶକୁଲି ପଞ୍ଚାୟତ ପ୍ରମୁଖ ମହେଶ୍ବର ସାହୁ, ପଣ୍ଡିତ କ୍ଷିତିଶ ଚନ୍ଦ୍ର ପଣ୍ଡା,ଯୁବନେତା ବିଶ୍ଵଜିତ ଧଳ ଓ ନୀରଜ ଗିରି ପ୍ରମୁଖ ଉପସ୍ଥିତ ହୋଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫୋଟଚିତ୍ର ରେ ପୁଷ୍ପଅର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କ ବାବଦରେ ବିଶଦ ଆଲୋଚନା କରିଥିଲେ ।।।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

୨୪ ଘଣ୍ଟାରେ ସରକାରୀ ଜମିର ମାଲିକାନା ବଦଳିନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ…

Sunil Chandra Nayak

ମୌସୁମୀ ର ଆଗମନ: ଚାଷୀକୁ ମିଳିଲା ଆସ୍ବସ୍ତି

Sunil Chandra Nayak

ଅନୁଶାସନ ର  ଅଭାବ ଯୋଗୁଁ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗଳ , ଜଣେ ଗୁରୁତର

masiha

Leave a Comment

error: Content is protected !!