ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ନିଜସ୍ୱ ଜମି ଦାନ କଲେ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ 

ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ନିଜସ୍ୱ ଜମି ଦାନ କଲେ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ 

ଜୁନାଗଡ଼୧୩/୨ (ମ ନି ସ)ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ଆଜି ପଣ୍ଡରାମାଳି ଯୁବ ବାହିନୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ନାଏକ ସନ୍ୟାସୀ କୁଣ୍ଡାମାଲ ସ୍ଥିତ ଜାତୀୟ ରାଜପଥ ସନ୍ନିକଟ ନିଜସ୍ୱ ଜମି ରୁ ୫୦ ଡିସମିଳ ଜମି ପଣ୍ଡରାମାଳି ସମାଜ କୁ ରେଜିଷ୍ଟ୍ରେସନ କରି ଦାନ କରିଛନ୍ତି l ଆଜି ଉକ୍ତ ଜମି ରେଜିଷ୍ଟ୍ରେସନ ହେବା ପରେ ଜମି ର ପଟ୍ଟା ପଣ୍ଡରାମାଳି ସଭାପତି ଶ୍ରୀ ଈଶ୍ୱର ପୁଝାରୀ, ବରିଷ୍ଠ ସଭ୍ୟ ପ୍ରକାଶ ନାଏକ, ପ୍ରମୋଦ ପୁଝାରୀ କୁ ହସ୍ତାନ୍ତର କରିଛନ୍ତି l ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସହାୟତା ରାଶି ରୁ ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏଣୁ ପଣ୍ଡରାମାଳି ସମାଜ ସଭାପତି ଶ୍ରୀ ଈଶ୍ୱର ପୁଝାରୀ ଓ ଯୁବବାହିନୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ନାଏକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

Sunil Chandra Nayak

ଅବସରପ୍ରାପ୍ତ ଆର ଏସ ପି କର୍ମଚାରୀ ସମାଜସେବୀ ମହେନ୍ଦ୍ର ଆର ପାରିରେ

masiha

ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

Leave a Comment

error: Content is protected !!