ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଜନତା ପାର୍ଟିର ର “ଗାଁ କୁ ଚାଲ ଅଭିଯାନ ଆରମ୍ଭ

ଭାରତୀୟ ଜନତା ପାର୍ଟିର ର “ଗାଁ କୁ ଚାଲ ଅଭିଯାନ ଆରମ୍ଭ

ବସ୍ତା,17/02 : ଭାରତୀୟ ଜନତା ପାର୍ଟିର ର “ଗାଁ କୁ ଚାଲ ଅଭିଯାନ” କୁ ସଫଳ କରିବା ପାଇଁ ଶନିବାର ଅପରାହ୍ନ ସମୟରେ ବସ୍ତା ବ୍ଲକ ଅନ୍ତର୍ଗତ ତାଡଦା,ପାଉଁଶକୁଲି ପଞ୍ଚାୟତସ୍ଥିତ ବେଗୁନିଆ ଗ୍ରାମ,ଭେଲୋରା ପଞ୍ଚାୟତସ୍ଥିତ ବାଇତପଡା ଗ୍ରାମ ରେ ଘର ଘର ବୁଲି ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ପତ୍ର ବାଣ୍ଟିବା ଏବଂ କାନ୍ଥ ଲିଖନ କାର୍ଯ୍ୟକ୍ରମ ବ୍ଯତିତ ସରକାରଙ୍କ ବିଭିନ୍ନ ଲାଭ ମୂଳକ ଯୋଜନା ସମ୍ବନ୍ଧରେ ଆମ ସମସ୍ତଙ୍କର ପ୍ରିୟ ତଥା ଜଳେଶ୍ଵର ର ବିଜେପି ନେତା ଦିବ୍ଯକାମ ମହାନ୍ତି ସମସ୍ତଙ୍କୁ ଅବଗତ କରାଇଥିଲେ , ସାଥିରେ ଥିଲେ ଉକ୍ତ ପଞ୍ଚାୟତର କର୍ମୀ ଏବଂ ୧୬ ନମ୍ବର ଜୋନ ପାଉଁଶକୁଲି ମଣ୍ଡଳ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ମଣ୍ଡଳ ସମ୍ପାଦକ ନାରାୟଣ ଚନ୍ଦ୍ର ଦତ୍ତ ଓ ଜ୍ୟୋତିର୍ମୟ ନନ୍ଦ,ତାଡଦା ପଞ୍ଚାୟତ ପ୍ରମୁଖ କାର୍ତ୍ତିକ ଚନ୍ଦ୍ର ସୁର,ପାଉଁଶକୁଲି ପଞ୍ଚାୟତ ପ୍ରମୁଖ ମହେଶ୍ବର ସାହୁ,ଭେଲୋରା ପଞ୍ଚାୟତର ବରିଷ୍ଠ ନେତା ଅଜିତ ଦାସ ମହାପାତ୍ର,ଯୁବ ମୋର୍ଚା ସଭାପତି ବିବେକାନନ୍ଦ ପରିଡ଼ା,ଯୁବନେତା ବିଶ୍ଵଜିତ ଧଳ ଓ ସାର୍ଥକ ଦାସ,ପୂର୍ଣ୍ଣେଦୁ ସାହୁ,କାଳିଆ ଭାଇ,ଯୁବନେତା ସତ୍ଯବାନ ଚନ୍ଦ ତଥା ଅନେକ ମହିଳା ଓ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ଶିଶୁଙ୍କ ପାଇଁ ଦିନଟିଏ , ବାଲ୍ୟ ବିବାହ ନିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ

masiha

ସାବିତ୍ରୀ ବ୍ରତ : ଫଳର ମୂଲ୍ୟ ଆକାଶ ଛୁଆଁ

Leave a Comment

error: Content is protected !!