ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିପିଓ ଙ୍କ ଲାଗି ବ୍ଲକ ର ଉନ୍ନତି କାମ ଅଗ୍ରଗତି ହୋଇ ପାରୁ ନାହିଁ

ଜିପିଓ ଙ୍କ ଲାଗି ବ୍ଲକ ର ଉନ୍ନତି କାମ ଅଗ୍ରଗତି ହୋଇ ପାରୁ ନାହିଁ

ତେନ୍ତୁଳିଖୁଣ୍ଟି 19 02 /24 ତେନ୍ତୁଳିଖୁଣ୍ଟି ବ୍ଳକର 15 ଟି ପଂଚାୟତ ରହିଛି ।ଏହି ବ୍ଲକରେ ଆଦିବାସୀ ବର୍ଗ ର ସରପଞ୍ଚ ସମିତି ସଭ୍ୟ ରହିଛି।ଏହି 15 ଟି ପଞ୍ଚାୟତ ରେ 5 ଜଣ  ପିଇଓ ରହିଛନ୍ତି ।ଗୋଟିଏ ପିଇଓ କୁ ତିନି ଟି ରୁ ଉର୍ଦ୍ଧ୍ବ ପଂଚାୟତ ରେ କାର୍ୟ୍ଯଭାର ରହିଅଛନ୍ତି।ପଂଚାୟତ ମାନଙ୍କରେ ଯେ କ୍ୟାଣସି ଉନ୍ନତି ମୂଳକ କାମ ମାସ ମାସ ଫାଇଲ ପଡ଼ିକି ରହି ଥାଉଛି ।ଏହି ବ୍ଲକରେ ଜିପିଓ ଭାବରେ ମଣ୍ଡୁ ସ୍ୱାଇଁ ରହିଅଛି।ଗତ ପଂଚାୟତ ନିର୍ବାଚନ ରେ ନିର୍ବାଚନ ଖର୍ଚ୍ଚ ହେରେପେର କରିଥିବା ଅଭିଯୋଗ ହୋଇଥିଲା ମାତ୍ର କ୍ୟାଣସି କାର୍ଯା ନୁଷ୍ଠାନ ହୋଇ ପାରିଲା ନାହିଁ।।ସରପଞ୍ଚ ଓ ସମିତି ସଭ୍ୟ  ,ଅଞ୍ଚଳ ର ହିତାଧିକାରୀ,ବ୍ଳକ ର ଉପରିସ୍ଥ ଅଧିକାରୀ ,ଜନସାଧାରଣ ଙ୍କୁ  ମିଛ ବାହାନା କରି କଥା ଭୁଲାଇ ମାସ ଠକୁ ଥିବା ଜଣାପଡ଼ିଛି। ବ୍ଲକରେ ମଧ୍ୟ ଅଫିସ ରେ ଠିକ ରେ ରହୁ ନ ଥିବା ଦେଖିବାକୁ ମିଳୁଛି।ଓଡିଶା ସରକାର 5 ଟି କୁ ପ୍ରାଥମିକତା ଦେଇ କାମ କରୁଥିବା ବେଳେ ଏହି ଅଧିକାରୀ ସରକାରୀ ଯୋଜନାରେ ଉନ୍ନତି କୁ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳୁଛି। ଓଡିଶା ସରକାର ଙ୍କ ତରଫରୁ  5 ଟି ମାଧ୍ୟମରେ ସରକାର ଙ୍କ କେତେକ ଯୋଜନାରେ ଉନ୍ନତି ମୂଳକ କାର୍ଯ୍ୟ ହେଉଛି ମାତ୍ର ଠିକ ସେ  ସମ୍ପୂର୍ଣ୍ଣ ହୋଇ ପାରି ନାହିଁ ।ବ୍ଳକର ଗଣ ମାଧ୍ୟମରେ ପ୍ରତିନିଧିମାନେ ସରକାରୀ ଯୋଜନା ର କେତେକ  ବିଷୟ ଗୁଡ଼ାକ ଜାଣିବାକୁ ଡାଟା ମାଗିଲେ ମାସ ମାସ ବିତିଗଲେ ବି ଦେଉ ନ ଥିବା ଜାଣି ହେଉଛି ବ୍ଳକର କେତେକ ଜନ ପ୍ରତିନିଧି ନାମ ଗୁପ୍ତ ରଖି କହିଛନ୍ତି ତୁରନ୍ତ ଏହି ଅଧିକାରୀ ଙ୍କୁ ବଦଳି କରି  ନୂତନ ଅଧିକାରୀ ଦେବାକୁ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ 

Sunil Chandra Nayak

ସମସ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

Leave a Comment

error: Content is protected !!