ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମୀ ବନମାଳୀ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

ସଂଗ୍ରାମୀ ବନମାଳୀ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

କଟକ : କଟକ ସଦର ୪୨ ମୌଜା ପଟଣା ଗ୍ରାମର ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଗଞ୍ଜାମ ଜିଲ୍ଲା ବଳାନ୍ତର ଖଲ୍ଲିକୋଟ ଗ୍ରାମର ଗର୍ବ ଓ ଗୌରବ ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ସଂଗ୍ରାମୀ ବନମାଳୀ ମହାରଣା ଙ୍କ କାଳ କୃତି କୁ ସ୍ମରଣ କରି ତାଙ୍କର ୩୫ ତମ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବ୍ରାହ୍ମ ମୁହୂର୍ତ୍ତରେ ପୂଜ୍ୟପୂଜା ଭବନରେ ଅର୍ପଣ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିକାଶର ଧାରା ଓଡିଶା ସାରା ଆସିକା ପୌରପାରିଷଦ ରେ ପାଳିତ ହେଲା

Sunil Chandra Nayak

ରାୟଗଡା ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧିତ 

masiha

ମା ଅଗ୍ନିଗଙ୍ଗାମା ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!