ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାଫିକ ସମସ୍ୟା ତଦାରଖ କଲେ ନୂତନ ଏସ୍ପି

ନୂଆପଡା, ନୂଆପଡା ଜିଲ୍ଲାରେ ନୂତନ ଭାବରେ ଯୋଗଦାନ କରିଥିବା ନୂଆପଡା ଆରକ୍ଷୀ ଅଧ୍ୟକ୍ଷକ ରାଘବେନ୍ଦ୍ର ଗୁଣ୍ଡୁଳା ରେଡ୍ଡୀଙ୍କ ଖଡ଼ିଆଳ ସହର ପରିଦର୍ଶନ । ଆଗାମୀ ୧୫ ତାରିଖରୁ ୧୯ ପର୍ଯ୍ୟନ୍ତ ଖଡ଼ିଆଳ ମହୋତ୍ସବ ୨୦୨୩ ହେବାକୁ ଥିବାବେଳେ କିପରି ସହରରେ ଲାଗିରହିଥିବା ଟ୍ରାଫିକ ସମସ୍ୟା ଗୁଡିକ ସମାଧାନ ହୋଇ ପାରିବ ନେଇ ସମୀକ୍ଷା କରିଥିଲେ । ଏହି ଅବସରରେ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା,ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ଏସ ଆଇ ନବଘନ ଗଉଡ଼ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋଶଳ ମହା ବନ୍ଦ ଜୁନାଗଡ ରେ ପ୍ରଭାବ ଶୂନ୍ୟ

masiha

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

masiha

ଚାନ୍ଦି ବାଉଁଶମୂଳ ପଂଚାୟତ ରେ ମାଆ ନିମ ନାହାକାଣୀଙ୍କ ନୂତନ ଗାଦି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!