ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ତହସିଲଦାର ଙ୍କ ଯୋଗଦାନ

ନୂତନ ତହସିଲଦାର ଙ୍କ ଯୋଗଦାନ

ତେନ୍ତୁଳିଖୁଣ୍ଟି ୧୩/୦୩/୨୪ // ତେନ୍ତୁଳିଖୁଣ୍ଟି ତହସିଲ ରେ ନୂତନ ଭାବେ ତହସିଲଦାର ରାଜ କିଶୋର ପଟନାୟକ ଯୋଗ ଦାନ କରିଛନ୍ତି।ସେ ଗଜପତି ଜିଲ୍ଲାର ରାୟଗଡ଼ ତହସିଲ ରୁ ଆସିଛନ୍ତି।ସେ କହିଛନ୍ତି ସରକାର ଙ୍କ ନିର୍ଦ୍ଦେଶ କୁ ନେଇ ଅଞ୍ଚଳ ର ବିକାଶ କୁ ଆଗେଇ ନିଆଯିବ ତଥା ଜମି ଜମା ସମ୍ପର୍କିତ ମାମଲା ସମାଧାନ କରିବେ ବୋଲି କହିଛନ୍ତି।ତହସିଲ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ୟୁଜିସି ନିୟମ ଲାଗୁ କରିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

masiha

ନୂଆଁ ଅନ୍ନରେ ନୂଆ ସଂକଳ୍ପ  ମାଝୀ ସମାଜ ସହ ନୂଆଁଖାଇ ପାଳିଲେ ଜିଲ୍ଲାପାଳ ମଧୁସୂଦନ ଦାଶ; ଶିକ୍ଷା, ସଚେତନତା ଓ ସାମାଜିକ ପରିବର୍ତ୍ତନର ଦେଲେ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!