ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ପରିବାର ପକ୍ଷରୁ ପ୍ରେସମିଟ

ବିଜେଡି ପରିବାର ପକ୍ଷରୁ ପ୍ରେସମିଟ

ଆଗକୁ ନିର୍ବାଚନ ଆସୁଛି । ଏହି ନିର୍ବାଚନ କୁ ନେଇ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଓ ଦଳ ର ଭୂମିକା କୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଖବର ଆସୁଛି । ଏସବୁ କୁ ନେଇ ଖଡିଆଳ ଠାରେ ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡ଼ି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ନୂଆପଡା ନିର୍ବାଚନୀ ମଣ୍ଡଳୀ ରେ ବିଜୁ ଛାତ୍ର ।ମହିଳା ଓ ଯୁବ ସଂଗଠନ ଶହ ପୁରା ବିଜୁ ପରିବାର ସଂଗଠିତ ଓ ଏକତା ହୋଇ କାର୍ଯ୍ୟ କରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଖଡିଆଳ ନିର୍ବାଚନ ମଣ୍ଡଳୀ ପାଇଁ ଯାହାକୁ ବିଧାୟକ ପ୍ରାର୍ଥୀ ଭାବରେ ଦେବେ ତାଙ୍କୁ ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ବିଜୁ ପରିବାର ବିପୁଳ ବିଜୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠାକୁ ଶକ୍ତିଶାଳୀ କରିବ। ଏହି ନିର୍ବାଚନ ମଣ୍ଡଳୀ ଓ ବିଧାୟକ ପ୍ରାର୍ଥୀ ଙ୍କୁ ନେଇ ଅନେକ କଥା ଆସିଥିଲେ ହେ ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ବିଜୁ ପରିବାର ରେ ଏକତା ରହିଛି ଓ ମୁଖ୍ୟମନ୍ତ୍ରୀ ଙ୍କୁ ପୁଣି ୬ଷ୍ଟ ଥର ମୁଖ୍ୟମନ୍ତ୍ରୀ ପାଇଁ ସଂକଳ୍ପ ନେଇଛି ବୋଲି ପ୍ରକାଶ କରିଥିଲେ। ଏହି ସମ୍ବିଳନି ରେ ବିଭିନ୍ନ ଜୋନ ର ଜିଲ୍ଲାପରିଷଦ ସରପଞ୍ଚ ସମିତି ସଭ୍ୟ ମହିଳା ନେତ୍ରୀ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେଡ଼ି ଜିଲ୍ଲା ସଭାପତି ଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

କଂଗ୍ରେସ ଓ.ବି.ସି. ବିଭାଗ ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀଠାରେ ହେବାକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଜନତାଙ୍କ ସେବାରେ ନିଜକୁ ସମର୍ପିତ କରିବା ସହିତ ବିକାଶ କରିବା ପାଇଁ ଗ୍ୟାରେଣ୍ଟି

masiha

Leave a Comment

error: Content is protected !!