ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକାଦଶାହରେ ଶତାୟୁ ଧର୍ମପ୍ରାଣ ହଟ କିଶୋର ସାହୁଙ୍କୁ ଶ୍ରଦ୍ଧାଂଜଳି 

ଏକାଦଶାହରେ ଶତାୟୁ ଧର୍ମପ୍ରାଣ ହଟ କିଶୋର ସାହୁଙ୍କୁ ଶ୍ରଦ୍ଧାଂଜଳି 

   କଟକ : କଟକ ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଉଷୁମା ଗ୍ରାମର ଶତାୟୁ ପୁରୁଷ ହଟ କିଶୋର ସାହୁଙ୍କ ଏକାଦଶାହରେ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ କଟକ ସଦର ପ୍ରେସକ୍ଳବ ସଭାପତି ସୁରେନ୍ଦ୍ର ମହାପାତ୍ର,ଅଜୟ କୁମାର ଦାଶ, ପ୍ରତାପ କେଶରୀ ପାତ୍ର, ରାଜକିଶୋର ବେହେରା,ସରକାରୀ ଓକିଲ କବି ନାରାୟଣ ଜେନା, ଉଷୁମା ପଞ୍ଚାୟତ ବିଜେଡି ସଭାପତି ବିପ୍ରଚରଣ ପ୍ରଧାନ,ଶିକ୍ଷାବିତ୍ ଚନ୍ଦ୍ରମଣି ପ୍ରଧାନ,ପ୍ରଦ୍ୟୁମ୍ନ କୁମାର ପତି,ବିଜେପି ନେତା ସୁଶାନ୍ତ ମଲ୍ଲିକ, ବିଶ୍ୱଜିତ୍ ମହାନ୍ତି,ସୁଜାତା ମହାନ୍ତି, ସୁଶାନ୍ତ କୁମାର ବେହେରା,ବନମାଳୀ ସ୍ୱାଇଁ,ସମିତିସଭ୍ୟା ଶୁଭଲକ୍ଷ୍ମୀ ଦାସ , ବିଶ୍ବରଂଜନ ସ୍ୱାଇଁ,ଅଶୋକ ଦାସ, ଶିଶିର ଦାସ,ଦିଲ୍ଲୀପ ମହାରଣା,ସୂର୍ଯ୍ୟକାନ୍ତ ମହାରଣା,ସୂର୍ଯ୍ୟକାନ୍ତ ପ୍ରଧାନ,ଗଗନ ବିହାରୀ ଜେନା, ନିରଞ୍ଜନ ପରିଜା,ଭବାନୀ ଶଙ୍କର ପାତ୍ର,ଗୁରୁ ଚରଣ ମହାପାତ୍ର,ସତ୍ୟ ରଞ୍ଜନ ଦାସ ମହାପାତ୍ରଙ୍କ ସହ ଅନନ୍ତପୁର ସ୍ଥିତ ବ୍ରହ୍ମା କୁମାରୀ ସାନ୍ତିସରୋବର ଗୋପାଳ ଭାଇ, ସୁବାସ ଭାଇଙ୍କ ଦ୍ବାରା ପାଠଚକ୍ର ଅନୁଷ୍ଟିତ ହୋଇ ଆତ୍ମାର ସଦଗତି କାମନା କରାଯାଇଛି l ପୁତ୍ର ରବୀନ୍ଦ୍ର ସାହୁ,କବି ପ୍ରସାଦ ସାହୁ,ଜଗବନ୍ଧୁ ସାହୁ,ପଞ୍ଚାନନ ସାହୁ, ବୁଲେଇ ସାହୁ, ନାତି ନାତୁଣୀ,ପରିବାର ବର୍ଗ,ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସାମ୍ଵାଦିକଙ୍କ ମାତୃ ବିୟୋଗ 

Sunil Chandra Nayak

ରାଜନଗର ବ୍ଲକ ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ, ଡିଜିଟାଲ ସମୟରେ ବି ଜନ ସାଧାରଣ ଙ୍କୁ ଠକୁଛନ୍ତି ସ୍କୁଲ ବିଇଓ

masiha

ମାଣିକପୁର ଗାଁ ରେ ମାଛଖିଆ କାର୍ଯ୍ୟକ୍ରମ /ଲାଗେନେ ଏନେଜ ରେ ମାଣିକପୁର ଗାଁ ଦୁଲକିଲା

masiha

Leave a Comment

error: Content is protected !!