ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ କୁଳପତି ଓ ମୁଖ୍ୟ ସମ୍ପାଦକ ଙ୍କୁ ଖଡ଼ିଆଳ ଅଞ୍ଚଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ନବ ନିର୍ବାଚିତ କୁଳପତି ଶ୍ରୀ ଶମ୍ଭୁ କିଶୋର ଦଣ୍ଡସେନା ଏବଂ ନବନିର୍ବାଚିତ ମୁଖ୍ୟ ସମ୍ପାଦକ ଶ୍ରୀଦିଲୀପ କୁମାର ନାଏକ ଙ୍କୁ ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ଖଡିଆଳ ଅଞ୍ଚଳ ତରଫରୁ ଶୁଭେଚ୍ଛା ଅଭିନନ୍ଦନ ଓ ଭବ୍ଯ ସମ୍ବର୍ଦ୍ଧନା ସହିତ ଅଞ୍ଚଳର ସମସ୍ତ କ୍ଷତ୍ରିୟ ବନ୍ଧୁ ବାନ୍ଧବୀ ସମୂହ ଉଭୟ 2ଜଣଙ୍କୁ ପର୍ଯାୟ କ୍ରମେ ମାଁ ରକ୍ତାମ୍ଵରୀ, ମାଁ ସମଲେଶ୍ଵରୀ ଓ ରାମଭକ୍ତ ହନୁମାନ ମନ୍ଦିର ଦର୍ଶନ କଲା ପରେ କ୍ଷତ୍ରିୟ ବନ୍ଧୁ ଶ୍ରୀ ରଞନ ବେହେରା ଙ୍କ ଗୃହରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।ଏହିସଭାରେ ଖଡିଆଳ କ୍ଷତ୍ରିୟ ସମାଜର ସଭାପତି ଶ୍ରୀ ଖରତ ଵାରିକ,ସମ୍ପାଦକ ଶ୍ରୀ ରତନ ସିଂ ବାରିକ,ସହ ସମ୍ପାଦକ ଶ୍ରୀ ଦନାର୍ଦନ ପାତ୍ର,କୋଷାଧକ୍ଷ୍ୟ ଶ୍ରୀ ଗୌରଚନ୍ଦ୍ର ବାରିକ,କେନ୍ଦ୍ର ସଦସ୍ୟ ଶଙ୍କର ନାଏକ ଏବଂ ଗ୍ରାମ କମିଟୀ ସଦସ୍ୟ ଭାବରେ ଦାମୋଦର ନାଏକ,ସୂରେନ୍ଦ୍ର ଦଣ୍ଡସେନା,ଘାସିରାମ ପାତ୍ର,ଶ୍ରୀଵସ୍ବ ବାରିକ,ଓ ଶ୍ରୀ ସୁରେନ୍ଦ୍ର ବେହେରା,ଶ୍ରୀ ରମଣ ସିଂ ବାରିକ,ଶ୍ରୀ ଜିତେନ୍ଦ୍ର କୁମାର ଦଣ୍ଡସେନା ଓ ଶ୍ରୀ ରଞନ ବେହେରା, ପିତାମ୍ବର ଵାରିକ,ରୂଦ୍ର ପ୍ରକାଶ ଵାରିକ,ଜଗଦୀଶ ବାରିକ,ଅର୍ଜୁନ ସିଂ ଦଳପତି, ସୁଜିତ ପାତ୍ର ଓ ଖଡିଆଳ ର ଅନ୍ୟାନ୍ନ ଵନ୍ଧୁ ବାନ୍ଧବୀ ମଧ୍ୟ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂଜାରୀଗୁଡା ଗ୍ରାମ ରେ ପଶିଲା ଭାଲୁ ଲୋକେ ଆତଙ୍କିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜଳ,ଜମି ଓ ଜଙ୍ଗଲ ଆଦିବାସୀ ଙ୍କ ଅଧିକାର…

Leave a Comment

error: Content is protected !!