ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନରୁ ଖସି ଯୁବକ ଗୁରୁତର,ପ୍ରଥମେ ବସ୍ତା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର 

ଟ୍ରେନରୁ ଖସି ଯୁବକ ଗୁରୁତର,ପ୍ରଥମେ ବସ୍ତା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର 

ବସ୍ତା,୨୪/୦୨ ଶନିବାର ଦକ୍ଷିଣ ପୂର୍ବ ରେଳ ରୁପସା ନୂଆଗାଁ ଜଳକା ପୋଲ ନିକଟରେ ଟ୍ରେନରୁ ଖସି ବିହାର ବାଗଲପୁର ଅଞ୍ଚଳର ଜଣେ ଯୁବକ ଟ୍ରେନରୁ ଖସି ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଶନିବାର ଅପରାହ୍ନ ସମୟରେ ଗୁଣ୍ଟୁର ଜଂସନ୍ ରୁ ହାଓଡ଼ା ଯାଉଥିବା ବିହାର ବାଗଲପୁର ଅଞ୍ଚଳର ବୁଧୁନ୍ ମଣ୍ଡଳ ଙ୍କ ପୁଅ ଅରୁଣ କୁମାର୍ (୧୮) ଅସାବଧାନତା ବସତ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ। ପରେ ତାଙ୍କ ସହିତ ଥିବା ରୁପେଶ କୁମାର ରୂପସା ରେଳ ସୁରକ୍ଷା ପୋଲିସ କୁ ଖବର ଦେବାରୁ ରେଳ ସୁରକ୍ଷା ପୋଲିସ ଅରୁଣ ଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାଯାଇଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କ ପାଇଁ ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହେଲା ଦିନିକିଆ ନିଯୁକ୍ତି ମେଳା.

Sunil Chandra Nayak

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପ୍ରସ୍ତୁତି

masiha

ଦୁର୍ଘଟଣା ରେ ଆହତ ବୃଦ୍ଧ ଙ୍କ ମେଡିକାଲ ରେ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!