ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ଙ୍କ 108 ଜନ୍ମ ଜୟନ୍ତୀ ପାଳିତ

ବିଜୁ ପଟ୍ଟନାୟକ ଙ୍କ 108 ଜନ୍ମ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା :-କେନ୍ଦ୍ରାପଡ଼ା ୨୦୧୨ ମସିହା ମାର୍ଚ୍ଚ ମାସ ୫ ତାରିଖ କୁସମଗ୍ର ଓଡ଼ିଶାରେ ପଂଚାୟତି ରାଜ ଦିବସ ରୂପେ ପାଳନ କରାଯାଉଛି, ଓଡ଼ିଶାର ବିରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ, କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଦିବସ ଆମ ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ବାବୁ ଙ୍କ କର୍ମ ଭୂମୀ କେନ୍ଦ୍ରାପଡ଼ା ରେ ନିଆରା ଢଙ୍ଗ ରେ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି. ରାଜ୍ୟ ପରିଷଦ ସଦସ୍ୟ, ରାଜ୍ୟ ପ୍ରଭାରୀ ଯୁଗ୍ମ (ସଂଖ୍ୟାଲଘୁ ବେପାର) ସଦସ୍ୟ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଓଡ଼ିଶା. ରିଜ୍ୱାନା ବେଗମ୍, ଆଜି ଦିନ ୧୧ଟା ସମୟରେ କେନ୍ଦ୍ରାପଡ଼ା ଗସ୍ତ କରି. ବିଜୁ ଜନତା ଦଳ ସଂଖ୍ୟାଲଘୁ ଯୁବ ନେତା ସେକ ସବିର ହୋସେନ୍ ଙ୍କ ସହିତ ବିଭିନ୍ନ ଆଶ୍ରମ ଯଥା ପୋଷ୍ୟ ସନ୍ତାନ ଆଶ୍ରମ ପଲ୍ଲୀଶ୍ରୀ ମହିଳା ସମିତି, ରେଶୁୱା ଜାଗୃତି, ଦୃଷ୍ଟିହୀନ ବିଦ୍ୟାଳୟ ବୁଲି କୁନି କୁନି ପିଲା ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଖାଦ୍ୟ ପଦାର୍ଥ ର୍ବିଷୟରେ ବୁଝିବା ସହ ପିଲା ମାନଙ୍କ ସହ ସମୟ ବିତାଇଥିଲେ,।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ

Sunil Chandra Nayak

ସେଲ୍ଫି ନେବାବେଳେ ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ,ଉଦ୍ଧାର କାର୍ଯ୍ୟ ଜାରି

masiha

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ବସନ୍ତ ନାଏକ ସଭାପତି : ବିଭୀଷଣ ନାଏକ ସାଧାରଣ ସଂପାଦକ

masiha

Leave a Comment

error: Content is protected !!