ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଠାକୁରାଣୀ ଙ୍କ ମନ୍ଦିର ର ତାଲା ଭାଙ୍ଗି 5 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସୂନା ଅଳଙ୍କାର ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୁର୍ତ୍ତ

ଠାକୁରାଣୀ ଙ୍କ ମନ୍ଦିର ର ତାଲା ଭାଙ୍ଗି 5 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସୂନା ଅଳଙ୍କାର ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୁର୍ତ୍ତ

ବସ୍ତା 12/03 : ଠାକୁରାଣୀ ଙ୍କ ମନ୍ଦିର ର ତାଲା ଭାଙ୍ଗି 5 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସୂନା ଅଳଙ୍କାର ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୁର୍ତ୍ତ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଲକ୍ଷ୍ମଣପଡା ଗ୍ରାମରେ ଥିବା ମା ଲକ୍ଷ୍ମଣଶ୍ରୀ ମନ୍ଦିର ରୁ ଗତକାଲି ବିଳମ୍ବିତ ରାତି ରେ ଲୁଟ ହୋଇଛି , ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିର କୁ ଆସି ଥିବା ବେଳେ ତାଲା ଭାଙ୍ଗି ତଳେ ପଡିଥିବା ଦେଖି ବସ୍ତା ପୋଲିସ କୁ ଖବର ଦେଇ ଥିଲେ, ଠାକୁରାଣୀ ଙ୍କ ସୂନା ଅଳଙ୍କାର ସମେତ ଆସବାବପତ୍ର ଲୁଟ କରି ଦୁର୍ବୁର୍ତ୍ତ ମାନେ ଫେରାର ହୋଇ ଯାଇଛନ୍ତି, ଆନୁମାନିକ 5 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସୂନା ଅଳଙ୍କାର ଲୁଟ ହୋଇଥିବା ଜଣା ପଡିଛି, ଖବର ପାଇ ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପୁଅ ପରିବହନ ଓ ପୋଲିସ ହାତରେ ପଡିବାରୁ କୋଟଗଡ଼ ବିଡ଼ିଓ ୨୫ ହଜାର ଟଙ୍କା ତଣ୍ଡ ଗଣିଲେ 

Sunil Chandra Nayak

ପୁରୀରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଦୁଇ ସେବାୟତଙ୍କ ମରଣାନ୍ତକ ଆକ୍ରମଣ ଥାନାରେ ଏତଲା

Sunil Chandra Nayak

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ  ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

masiha

Leave a Comment

error: Content is protected !!