ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ର ପେଣ୍ଠ ବେଳା ଭୂମି କୁ ସଫେଇ କଲେ ଲଷ୍ମୀ ବରାହ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ.

ରାଜନଗର ର ପେଣ୍ଠ ବେଳା ଭୂମି କୁ ସଫେଇ କଲେ ଲଷ୍ମୀ ବରାହ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ.

କେନ୍ଦ୍ରାପଡ଼ା :-ରାଜନଗର ବ୍ଲକ ହାତୀନା ଲଷ୍ମୀ ବରାହ ନୋଡାଲ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପେଣ୍ଠ ବେଳା ଭୂମିକୁ ସଫେଇ କରାଯାଇଛି,ଏଇ ସଫେଇ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଇକୋ କ୍ଲବ ଶିକ୍ଷକ ସେକ ନିଏମ ତୁଲା ଓ ଅବସର ପ୍ରାପ୍ତ କୀଡା ଶିକ୍ଷକ ବ୍ରହ୍ମା ନନ୍ଦ ରାଉତ ଙ୍କ ତତବଧାନ ରେ ବ୍ରହ୍ମହଦୂତ ଅଭୟ ବାବା ଙ୍କ ମାର୍ଗ ଦର୍ଶନ ରେ ମହିମା ଯଂଜ୍ଞ ଘର ର ଚତୃ ପାର୍ଶ୍ୱ ସହ ପେଣ୍ଠ ବେଳା ଭୂମି ସଫେଇ କରି ଥିଲେ, ଏଇ ବେଳା ଭୂମି ରେ ମହିମା ଯଂଜ୍ଞ ଓ ସାଗର ବେଳା ମହୋଉତ୍ସବ ଅନୁଷ୍ଠିତ ହୋଇ ଥିବାରୁ ବହୁ ଲୋକ ଙ୍କ ସମା ଗମ ଯୋଗୁ ପରିବେଶ ଅଳିଆ ଆବର୍ଜନା ରେ ପଡିଥିଲା, ଏଇ କାର୍ଯ୍ୟକ୍ରମ ରେ ଶିଖୟିତ୍ରୀ ଅମିତା ରାଉତ, ପ୍ରିୟଙ୍କା ଜେନା, ଶୁଭ୍ରା ବେହେରା, ଶିକ୍ଷକ ନିରଞ୍ଜନ ପଲାଇ ଅଂଶ ଗ୍ରହଣ କରି ସହ ଯୋଗ କରିଥିଲେ,।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ସମ୍ମନିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ, ଉଚ୍ଚତା CMAM ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ

masiha

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

Sunil Chandra Nayak

5T ସଚିବ ଶ୍ରୀଯୁକ୍ତ ଭି କେ ପଣ୍ଡିୟାନ ଙ୍କ ଢେ଼ଙ୍କାନାଳ ଗସ୍ତ ଅବସର ରେ “କପିଳାସ ସୁରକ୍ଷା ସମିତି ” ର ନିବେଦନ କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

Leave a Comment

error: Content is protected !!