ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ଜଗଦୀଶ ଉ ପ୍ରା ବିଦ୍ୟାଳୟ ଠାରେ ଗଣିତ ବିଜ୍ଞାନ ଅଲିମ୍ପିଆଡେ ପୁରଷ୍କାର ବିତରଣ ଉତ୍ସବ ପାଳନ ହୋଇ ଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସେନାପତି ବଗର୍ତି ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଖିରସାଗର ସାହୁ, ଶ୍ରୀଯୁକ୍ତ କୁଞ୍ଜବିହାରୀ ପଟ୍ଟନାୟକ, ପ୍ରାର୍ଥବ ସାହୁ, ପ୍ରଭାବ ରଞ୍ଜନ ବନଛୋର, ଈଶ୍ୱର ମହାକୁର ଉପସ୍ଥିତ ରହିଥିଲେ l ଉକ୍ତ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ହେଲେ ତୃତୀୟ ଶ୍ରେଣୀର ଅମନ କୁମାର ବାଗ, ଚତୃର୍ଥ ଶ୍ରେଣୀର ତେଜେଶ୍ବରୀ ସାହୁ, ପଞ୍ଚମ ଶ୍ରେଣୀର ଲିଜା ବାରିକ, ଷଷ୍ଠ ଶ୍ରେଣୀର କମଲେଶ ସାହୁ, ସପ୍ତମ ଶ୍ରେଣୀର ରୋଜୀ ଚୌଧୁରୀ, ଅଷ୍ଟମ ଶ୍ରେଣୀର ଲୟା ନନ୍ଦ, ଲକି ଜାଲଙ୍କୁ ପୁରସ୍କୃତ କରାଯାଇ ଥିଲା l ଶେଷରେ ଶ୍ରୀଯୁକ୍ତ ମହାକୁର ସମସ୍ତଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ସଡକ ଯୋଜନାରେ ବିଭାଗୀୟ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଭିଜିଲାନ୍ସ ତଦନ୍ତ ପାଇଁ ଦାବି

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!