ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଶନନଗର ଶିଶୁ ମଙ୍ଗଳ କ୍ଲବ ଓ ଶିଶୁ ସାହିତ୍ୟ ପତ୍ରିକା କୁନି ପ୍ରତିଭା ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୈଠକ ଅନୁଷ୍ଠିତ 

କିଶନନଗର ଶିଶୁ ମଙ୍ଗଳ କ୍ଲବ ଓ ଶିଶୁ ସାହିତ୍ୟ ପତ୍ରିକା କୁନି ପ୍ରତିଭା ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୈଠକ ଅନୁଷ୍ଠିତ 

କଟକ : କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ କିଶନନଗର ଶିଶୁ ମଙ୍ଗଳ କ୍ଲବ ଓ ବାର୍ଷିକ ଶିଶୁ ସାହିତ୍ୟ ପତ୍ରିକା କୁନି ପ୍ରତିଭା ଆନୁକୂଲ୍ୟରେ କିଶୋରନଗର ସ୍ଥିତ ରାଜକୃଷ୍ଣ ଶିଶୁ ନିକେତନ ପରିସସରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପେକ୍ଷୀରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଆଲୋଚନା ହେବା ସହିତ କୁନି କୁନି ପିଲାଙ୍କୁ ଓଡ଼ିଆ ଭାଷାର ଐତିହ,ମଧୁରତା ଓ ଏହାର ବୈଶିଷ୍ଠତା ଆଦି ବିଷୟରେ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ପ୍ରଦାନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଧରଣୀଧର ଜେନା,କବି କାଳିପ୍ରସାଦ ମହାପାତ୍ର, ସମାଜ ସେଵୀ ନାରାୟଣ ଚନ୍ଦ୍ର ସିହ୍ନା, ସମାଜ ସେଵୀ ସୀତାରାମ ପଣ୍ଡା,ବରିଷ୍ଟ ସାମ୍ବାଦିକ ସୈୟଦ ସାଜିଦ ଅଲ୍ଲୀ,ବରିଷ୍ଟ ସାମ୍ବାଦିକ ଶରତ ଚନ୍ଦ୍ର ଯେନା, ଶିଶୁମଙ୍ଗଳ କ୍ଲବ ସମ୍ପାଦକ ସୌମ୍ୟରଞ୍ଜନ ପୃଷ୍ଟି,ଜମୁନା ମୁର୍ମୁ,ଶ୍ଵେତା ଅର୍ପିତା ସାମଲ,ଆଶିଷ ରାଉତ,ରେବତୀ ବେହେରା, ପୂଜାରାଣୀ ଦାସ, ସସ୍ମିତା ସୋରେନ, ଶୁଭଲକ୍ଷ୍ମୀ ବେହେରା, ପ୍ରସନ୍ନ ରାଉତରାୟ ଆଦି ଯୋଗଦାନ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଫେସନ୍ ଡିଜାଇନର ସୁଜିତ୍ ମେହେର ଙ୍କ ପ୍ରଗତିର ମଶାଲ ଶୋଭାଯାତ୍ରା , ରାଜନୀତି ରେ ଯୋଗ ଦେବେ କି ଫେସନ୍ ଡିଜାଇନର ସୁଜିତ୍ ମେହେର

masiha

ସରସ୍ବତୀ ବିଦ୍ୟା ମନ୍ଦିରରେ ବୃକ୍ଷରୋପଣ

masiha

କୋଟିଆ ପାଳିଲା ଓଡ଼ିଶା ଦିବସ ଗୋଟିଏ ମଞ୍ଚରେ ଏକାଠି ହେଲେ ସର୍ବ ଦଳୀୟ ନେତା ଏକାଠି ହେଲେ ବିବାଦୀୟ ଗ୍ରାମବାସି

masiha

Leave a Comment

error: Content is protected !!