ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ଜଗଦୀଶ ଉ ପ୍ରା ବିଦ୍ୟାଳୟ ଠାରେ ଗଣିତ ବିଜ୍ଞାନ ଅଲିମ୍ପିଆଡେ ପୁରଷ୍କାର ବିତରଣ ଉତ୍ସବ ପାଳନ ହୋଇ ଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସେନାପତି ବଗର୍ତି ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଖିରସାଗର ସାହୁ, ଶ୍ରୀଯୁକ୍ତ କୁଞ୍ଜବିହାରୀ ପଟ୍ଟନାୟକ, ପ୍ରାର୍ଥବ ସାହୁ, ପ୍ରଭାବ ରଞ୍ଜନ ବନଛୋର, ଈଶ୍ୱର ମହାକୁର ଉପସ୍ଥିତ ରହିଥିଲେ l ଉକ୍ତ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ହେଲେ ତୃତୀୟ ଶ୍ରେଣୀର ଅମନ କୁମାର ବାଗ, ଚତୃର୍ଥ ଶ୍ରେଣୀର ତେଜେଶ୍ବରୀ ସାହୁ, ପଞ୍ଚମ ଶ୍ରେଣୀର ଲିଜା ବାରିକ, ଷଷ୍ଠ ଶ୍ରେଣୀର କମଲେଶ ସାହୁ, ସପ୍ତମ ଶ୍ରେଣୀର ରୋଜୀ ଚୌଧୁରୀ, ଅଷ୍ଟମ ଶ୍ରେଣୀର ଲୟା ନନ୍ଦ, ଲକି ଜାଲଙ୍କୁ ପୁରସ୍କୃତ କରାଯାଇ ଥିଲା l ଶେଷରେ ଶ୍ରୀଯୁକ୍ତ ମହାକୁର ସମସ୍ତଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

masiha

ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

masiha

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Leave a Comment

error: Content is protected !!