ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନରୁ ଖସିପଡ଼ି ଅଜଣା ଯୁବକଙ୍କ ମୃତ୍ୟୁ 

ଟ୍ରେନରୁ ଖସିପଡ଼ି ଅଜଣା ଯୁବକଙ୍କ ମୃତ୍ୟୁ 

ଲାଞ୍ଜିଗଡ,୦୩/୦୪(ମନିସ)-ଦକ୍ଷିଣ ପୂର୍ବ ରେଳପଥ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ଓ ନର୍ଲାରୋଡ଼ ରେଳଷ୍ଟେସନରେ ମଧ୍ୟରେ ଗୋବର୍ଦ୍ଧନପୁର ଓଭରବ୍ରିଜଠାରେ ଟ୍ରେନରୁ ଖସି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ‌ଖବର ଅନୁଯାୟୀ ଆଜି ଦିନବେଳେ ଗୋବର୍ଦ୍ଧନପୁର ଓଭରବ୍ରିଜ ନିକଟରେ କୌଣସି ଏକ ଯାତ୍ରୀବାହୀ ଟ୍ରେନରୁ ଖସିପଡ଼ି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ଏନେଇ ରେଳବାଇ ପୁଲିସକୁ ସୂଚନା ଦିଆଯାଇଛି। ତେବେ ଖବର ପ୍ରସାରଣ ସୁଦ୍ଧା ଘଟଣାସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ନାହିଁ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ଡାକ ବିଭାଗ ଆନୁକୂଲ୍ୟରେ ଅଢାଇ ଅକ୍ଷର ଚିଠି ଲେଖା ପ୍ରତିଯୋଗିତା 

masiha

ରାଷ୍ଟ୍ରିୟ ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ଅଭିଯାନ ଅନୁଷ୍ଠିତ

Leave a Comment

error: Content is protected !!