ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା,ସାଇକେଲ ଚାଳକ ଆହତ 

ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା,ସାଇକେଲ ଚାଳକ ଆହତ 

ବସ୍ତା,08/04 : ବାଲିଆପାଳ ଥାନା ଅନ୍ତର୍ଗତ ସୋମବାର ସନ୍ଧ୍ୟା 6 ଟା ସମୟରେ ଗେଙ୍ଗୁଟିଆ ନିକଟରେ ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସାଇକେଲ ଚାଳକ ଆହତ ହୋଇ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ସାଇକେଲ ଚାଳକ ସିଂଲା ରୁ ବାହାରି ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ବାଇକ ଆସି ଉକ୍ତ ସାଇକେଲ ଚାଳକଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସାଇକେଲ ଚାଳକ ରାସ୍ତା ପାର୍ଶ୍ୱରେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ପଠାଇଥିବା ବେଳେ ଉକ୍ତ ସାଇକେଲ ଚାଳକ ବୁଦ୍ଧିଆମାରି ଅଞ୍ଚଳର ସଂଜୁ ହାଁସଦା ବୋଲି ଜଣାଯାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

“ଜୁନାଗଡ଼ରେ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ : ଶାଇନିଂ କିଡ୍ସ ୱର୍ଲ୍ଡରେ AI & Robotics Lab ଏବଂ Conference Hall ଉଦ୍ଘାଟିତ”

Sunil Chandra Nayak

ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

masiha

Leave a Comment

error: Content is protected !!