ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା,ସାଇକେଲ ଚାଳକ ଆହତ 

ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା,ସାଇକେଲ ଚାଳକ ଆହତ 

ବସ୍ତା,08/04 : ବାଲିଆପାଳ ଥାନା ଅନ୍ତର୍ଗତ ସୋମବାର ସନ୍ଧ୍ୟା 6 ଟା ସମୟରେ ଗେଙ୍ଗୁଟିଆ ନିକଟରେ ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସାଇକେଲ ଚାଳକ ଆହତ ହୋଇ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ସାଇକେଲ ଚାଳକ ସିଂଲା ରୁ ବାହାରି ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ବାଇକ ଆସି ଉକ୍ତ ସାଇକେଲ ଚାଳକଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସାଇକେଲ ଚାଳକ ରାସ୍ତା ପାର୍ଶ୍ୱରେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ପଠାଇଥିବା ବେଳେ ଉକ୍ତ ସାଇକେଲ ଚାଳକ ବୁଦ୍ଧିଆମାରି ଅଞ୍ଚଳର ସଂଜୁ ହାଁସଦା ବୋଲି ଜଣାଯାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଉତ୍କଳ ଦିବସ ପାଳିତ

masiha

ବିଧାୟକ, ବିଡ଼ିଓ ଓ ଅନ୍ୟାନ୍ୟ କର୍ମଚାରୀ ମାନଂକୁ ଗିରଫ କରାଯିବା ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ବ୍ଲକ ଘେରାଉ ଓ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!