ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡ଼ିର ମିଶ୍ରଣ ପର୍ବ 

ବିଜେଡ଼ିର ମିଶ୍ରଣ ପର୍ବ 

ରାଉରକେଲା: ଛେଣ୍ଡ କଲୋନୀ ପ୍ଲଟ ଏଲ ଓ ଇ ଏରିଆ ପଡିଆରେ ବିଜେଡି ଜିଲ୍ଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ର ଙ୍କ ସଭାପତିତ୍ୱରେ,ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି କାବୁଲି ପ୍ରତିହାରୀ ଙ୍କ ଆବାହକତ୍ଵରେ ,ଜେ ଜେ କ୍ଲବ ର ବରିଷ୍ଠ ନେତା ରାଜେଶ ଜେନା ଙ୍କ ନେତୃତ୍ୱରେ ବିଜେଡିର ଯୁବ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏହି ମିଶ୍ରଣ ପର୍ବରେ ବିଜେଡି ଛାତ୍ର କାର୍ଯ୍ୟକାରୀ ସଭାପତି ସୈ।ମ୍ୟ ଦାସ ଓ ସୋମେନ ଚାଟlର୍ଜି ଙ୍କ ନେତୃତ୍ୱରେ, ଅରୂପ ଗୁପ୍ତା, ସୋନି ପ୍ରସାଦ, ଗୋବିନ୍ଦ ସିଂ, ଅଜୟ ତିର୍କୀ, ଚିଣ୍ଟୁ ସିଂ, ପବିତ୍ର, ପ୍ରଭାତ ସମେତ ୨୦ରୁ ଉର୍ଦ୍ଧ୍ବ ଯୁବକ ବିଜେଡିରେ ମିଶିଥିଲେ l ମାନ୍ୟବର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ସମସ୍ତଙ୍କୁ ସ୍ୱାଗତ କରିବାସହିତ ଅଭିନନ୍ଦନ ଜଣାଇଛନ୍ତି l କାର୍ଯ୍ୟକ୍ରମ କୁ ପୂର୍ବତନ ପୌରାଧକ୍ଷା ରଶ୍ମି ଵାଳା ମିଶ୍ର,ସୁଦାମ ଦାସ,ମୃତୁଞ୍ଜୟ ମହାପାତ୍ର, ରଞ୍ଜନ ନାୟକ, ଅକ୍ଷୟ ଜେନା, ଉପେନ୍ଦ୍ର ଧଳ ସାମନ୍ତ, ସତ୍ୟନାରାୟଣ ମିଶ୍ର, ଆଲୋକ ବୋଷ ପରିଚାଳନା କରିଥିଲାବେଳେ ଅମୂଲ୍ୟ ମଲ୍ଲିକ, ସନ୍ତୋଷ ସାହୁ,ବାପି ମଲ୍ଲିକ,ଏଲଡି ପରିଡ଼ା, ଜିତେନ୍ଦ୍ର ସାହୁ, ଅନିଲ ବେହେରା, ଗୁରୁ ମଲ୍ଲ,ସୈ।ମ୍ୟ ନାୟକ, ବିବେକ ମହାନ୍ତି,ଅନନ୍ତ ସାହୁ, ରାକେଶ ବେହେରା, ମହେଶ ମହାପାତ୍ର,ସୋନୁ ପାଣି,ବିଟୁ, ପ୍ରତ୍ୟୁଷ ପ୍ରମୁଖ ଉପସ୍ଥିତ ଥିଲେ l ଦୀର୍ଘ ୧୮ବର୍ଷ ଅବହେଳିତ ଥିବା ପ୍ଲଟ ଏରିଆ ର ଇତିହାସ ଓ ଛେଣ୍ଡ କଲୋନୀର ବିକାଶ ର ସମ୍ପୂର୍ଣ ତଥ୍ୟ ମନ୍ତ୍ରୀ ଶ୍ରୀ ନାୟକ ଉପସ୍ଥିତ ଥିବା କଲୋନୀ ବାସୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ନିର୍ବାଚନ ମଇଦାନରେ ମୁହାଁ ମୁହିଁ ହେବେ ବିଜେଡି-କଂଗ୍ରେସ — ମନୋହର ବନାମ୍ ଲିପିକା ଲଢେଇ– 

masiha

ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ-ବିଜୁ ଶ୍ରମିକ ସାମୁଖ୍ୟ ର ଦୃଢୋକ୍ତି

masiha

Leave a Comment

error: Content is protected !!