ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍

ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍

   ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍, ଜିଲ୍ଲା ସୀମାନ୍ତ ରେ ଯାଞ୍ଚ ବେଳେ ଅମାଲାପାଲି ଠାରେ ଜବତ୍ ହେବା ଖଡିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ ସୂଚନା ଦେଇଥିବା ଜଣାପଡିଛି। ତିନି ଜଣଙ୍କ ଠାରୁ ୨,୯୫,୫୦୦ ଟଙ୍କା ଜବତ୍ ହୋଇଅଛି। ଗୋଟିଏ କାର ରୁ ୯୫୫୦୦/- ଜବତ୍ ହୋଇଥିବା ବେଳେ ଏକ ବାଇକ୍ ରୁ ୧ ଲକ୍ଷ ୩୧ ହଜାର ଟଙ୍କା ଜବତ ହୋଇଥିବା ସୂଚନା।ଅଖିଳ ଅଗ୍ରୱାଲ ଙ୍କ ଠାରୁ ୯୫୫୦୦/- ଟଙ୍କା ଜବତ୍ ହୋଇଥିବା ବେଳେ ପ୍ରିୟବ୍ରତ ଭୋଇ ଙ୍କ ଠାରୁ ୧,୩୧,୦୦୦/- ଏବଂ ମହେଶ ଗୁଜର ଙ୍କ ଠାରୁ ୬୯,୦୦୦/- ଜବତ୍ ହୋଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂଆପଡ଼ାରେ ଅବକାରୀ ଚଢ଼ାଉ : ୪୫ ଲିଟର ଅନ୍ୟ ରାଜ୍ୟ ମଦ ଜବତ, ୩ ଅଭିଯୁକ୍ତ ଗିରଫ

Sunil Chandra Nayak

ସାବିତ୍ରୀ ଅମାବାସ୍ୟା ! ଝିଅର ମୃତ୍ୟୁ ନେଇ ଥାନାରେ ଦ୍ଵାରସ୍ଥ ହେଲେ ପରିବାର ଲୋକେ 

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Sunil Chandra Nayak

Leave a Comment

error: Content is protected !!