ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍

ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍

   ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍, ଜିଲ୍ଲା ସୀମାନ୍ତ ରେ ଯାଞ୍ଚ ବେଳେ ଅମାଲାପାଲି ଠାରେ ଜବତ୍ ହେବା ଖଡିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ ସୂଚନା ଦେଇଥିବା ଜଣାପଡିଛି। ତିନି ଜଣଙ୍କ ଠାରୁ ୨,୯୫,୫୦୦ ଟଙ୍କା ଜବତ୍ ହୋଇଅଛି। ଗୋଟିଏ କାର ରୁ ୯୫୫୦୦/- ଜବତ୍ ହୋଇଥିବା ବେଳେ ଏକ ବାଇକ୍ ରୁ ୧ ଲକ୍ଷ ୩୧ ହଜାର ଟଙ୍କା ଜବତ ହୋଇଥିବା ସୂଚନା।ଅଖିଳ ଅଗ୍ରୱାଲ ଙ୍କ ଠାରୁ ୯୫୫୦୦/- ଟଙ୍କା ଜବତ୍ ହୋଇଥିବା ବେଳେ ପ୍ରିୟବ୍ରତ ଭୋଇ ଙ୍କ ଠାରୁ ୧,୩୧,୦୦୦/- ଏବଂ ମହେଶ ଗୁଜର ଙ୍କ ଠାରୁ ୬୯,୦୦୦/- ଜବତ୍ ହୋଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

ଲକ୍ଷେ ଟଙ୍କା ଗୋଟିଏ ମୁଦି ଚୋରି ଘଟଣାରେ:୨ ଗିରଫ 

masiha

ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Sunil Chandra Nayak

Leave a Comment

error: Content is protected !!