ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ମିଶ୍ରଣ ପର୍ବ 

ବିଜେଡିର ମିଶ୍ରଣ ପର୍ବ 

ବନ୍ଧୁଗାଁ ତା,୨/୫/୨୪, ନିର୍ବାଚନ ଯେତେ ପାଖେଇ ଆସୁଛି ଲୋକ ଏକ ଦଳରୁ ଅନ୍ୟ ଦଳକୁ ଡେଇଁବା ସେତେ ଜ୍ୱର ଧରିଛି I ଏପରି ଭାବରେ ଦେଖିବାକୁ ମିଳିଛି ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବନ୍ଧୁଗାଁ ବ୍ଲକରେ ଚାଲିଥିବାର ଦେଖିବାକୁ ଦିନକୁ ଦିନ ମିଳୁଛି I ଆଜି ବନ୍ଧୁଗାଁ ପଞ୍ଚାୟତର ଦାଶିନୀ, କରାମଡା ଓ ମାରଦୀ ଝୋଲା ୩ ଖଣ୍ଡ ଗାଁରୁ ପ୍ରାୟ ୩୦୦ ସହରୁ ଉର୍ଦ୍ଧ କଂଗ୍ରେସ କର୍ମୀ ବନ୍ଧୁଗାଁ ବ୍ଲକର ବିଜେଡି ସଭାପତି ବାଲାନାଗଙ୍କ ସଭାପତିତ୍ୱରେ ଆୟୋଜନ କରା ଯାଇଥିଲା ଏଥିରେ ବିଜେଡି ଦଳରେ ଵିଧିଵଧ ଅନୁଯାଇ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଭୁ ଜାନିଙ୍କ ଉପସ୍ଥିତରେ ବିଜେଡି ଦଳର ସଂଖ ଚିନର ମାଳ ବେଖରେ ପକାଇ ସଂଖ ଚିନ୍ନକୁ ସମର୍ଥନ କରିବୁ ବଲି ବିଜେଡି ଦଳରେ ସାମିଲ ହୋଇଛନ୍ତି I ଆଜିର ଏହି ପରିପେଖିରେ ସରକାରଙ୍କ ନେକ ପ୍ରକାର ଯୋଜନା ଶିକ୍ଷା କ୍ଷେତ୍ର, ବିଜୁଳି, ବିଭାଗ, ଗାଁକୁ ରାସ୍ତା, ସଙ୍ଘ ମହିଳା ମାନଙ୍କ କାର୍ଯ୍ୟ, ଗାଁ ଗାଁକୁ ଗୋଷ୍ଟି କେଣ୍ଡର, ଚର୍ଚ୍ଚ, ଛୋଟ ଛୋଟ ମନ୍ଦିର, ଓ ମନ୍ଦିର ମାନଙ୍କର ଉନ୍ନତି କରନ୍ତୁ, ବିଦ୍ୟାଳୟ ମାନଙ୍କର ଉନ୍ନତି କାର୍ଯ୍ୟ, ଛାତ୍ର ଛାତ୍ରୀଙ୍କୁ ମେଧାବୃତ୍ତି, ସ୍ୱାସ୍ଥ୍ୟ ପାଇଁ ବିନା ମୂଲ୍ୟରେ ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବଡ଼ ବଡ଼ ରୋଗକୁ ନେଇ ଚିକିତ୍ସା ହବା ପାଇଁ, ଗାଁ ମାନଙ୍କରେ ରହିଥିବା ଲୋକଙ୍କ ପାଇଁ ବସୁଧା ଜଳ ସେଚନ, ଏହିପରି ଭାବରେ ସରକାର କରିଥିବା ଅନେକ ବିଷୟରେ ଶ୍ରୀ ପ୍ରଭୁ ଉପସ୍ଥିତ ରହିଥିବା ୩ ଖଣ୍ଡ ଗ୍ରାହ୍ମବାସୀଙ୍କୁ ବୁଝେଇଥିଲେ I ଆଜିର ମିଶ୍ରଣ ପର୍ବର ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,ଜନ-୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଜି ହିମିରିକା,ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଳି ପିଡ଼ିକା,ପୂର୍ବତନ ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଯ୍ୟ ନାଗ, ପୂର୍ବତନ ବ୍ଲକ ସଭାପତି V.ଗଣପତି ଓ S. ନାଗରାଜୁ, ବ୍ଲକ ସମ୍ଫାଦକ ଅଭିମନ୍ୟୁ ଭାଣ୍ଡି,ବ୍ଲକ ମହିଳା ସଭାନେତ୍ରୀ ଶ୍ରୀମତି ମନୀଷା ମାଜି, ବନ୍ଧୁଗାଁ ପଞ୍ଚାୟତର ସୋରପଞ୍ଚ ଲଷ୍ମୀ କାଡ୍ରାକା, ଜନ-୨ କର୍ଡିନେଟର ଉତ୍ତମ ନାୟକ, ପଞ୍ଚାୟତ କର୍ଡିନେଟର ମିନା ବେବରା,ମନୋଜ କୁମାର ନାୟକ, ବ୍ଲକ ଯୁବ ସଭାପତି କାନୁ ଚରଣ ବେବରା, ଓ ବ୍ଲକର ବିଜେଡି ଦଳର ଆଗ ଧାଡିର କର୍ମୀ ମାନେ ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ

masiha

ପ୍ରଚାରରେ ପଛରେ ପଡିଛି କଂଗ୍ରେସ

masiha

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚାର 

masiha

Leave a Comment

error: Content is protected !!