ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୫୧ ନମ୍ୱର ୱାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ 

୫୧ ନମ୍ୱର ୱାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ 

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଆକାଶବାଣୀରେ ତାଙ୍କ ୧୧୨ ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କଟକ ମହାନଗର ନିଗମ(ସିଏମ୍‌) ୫୧ ନମ୍ୱର ୱାର୍ଡ ବେଲେଶ୍ଵରସ୍ଥ ପୁଷ୍ପଲତା ଗାର୍ଡେନରେ ଆୟୋଜିତ ‘ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍’ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ସଦର ବିଧାୟକ ଇଂ.ପ୍ରକାଶ ଚଂଦ୍ର ସେଠୀ,ବୟାଳିଶମୌଜା ମଣ୍ଡଳର ବରିଷ୍ଠ କର୍ମୀ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ଵାଳ,ସମୀର ପଣ୍ଡା,ଅଭିରାମ ଦଳାଇ,ପୀୟୂଷ ପରିଡ଼ା,ଶୁଭନ୍ୟାଶ ମହାନ୍ତି,ପ୍ରିୟରଞ୍ଜନ ଖଟୁଆ,ସନ୍ତୋଷ ସାହାଣୀ,ତାପସ ଆଚାର୍ଯ୍ୟ,କାହ୍ନା ଭୋଳ,ଶରତ ଭୋଇ,ସୁମିତ୍ରା ଦେବତା,ପ୍ରିୟତମା ଜେନା,ଜୟନ୍ତ ମାଝି,ଜଲି ଗୋଛାୟତ,ସୁଧାଂଶୁ ଦାସ,ରତ୍ନାକର ଭୋଇଙ୍କ ସହ ୪୨ ମୌଜା ତଥା ସଦର ଅଂଚଳରୁ ଶତାଧିକ ବିଜେପି କର୍ମି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଭାପତି ମନମୋହନ ସାମଲଙ୍କ ସହ ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବ୍ଲକ କଂଗ୍ରେସ ତରଫରୁ ବିଶାଳ ଶୋଭାଯାତ୍ରା

Sunil Chandra Nayak

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ 

Sunil Chandra Nayak

ଧର୍ମଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

Leave a Comment

error: Content is protected !!