ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପର ହେଲେ ଚି଼ଚେଇଗୁଡ଼ା ହାଇସ୍କୁଲ ଛାତ୍ର ରବୀନ୍ଦ୍ର ନାଏକ 

ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପର ହେଲେ ଚି଼ଚେଇଗୁଡ଼ା ହାଇସ୍କୁଲ ଛାତ୍ର ରବୀନ୍ଦ୍ର ନାଏକ 

ଜୁନାଗଡ଼୨୬/୫ (ମ ନି ସ) ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି l ଏଥିରେ ଚି଼ଚେଇଗୁଡା ନୋଡାଲ ସରକାରୀ ହାଇସ୍କୁଲ ର ଛାତ୍ର ରବୀନ୍ଦ୍ର ନାଏକ ୫୩୩ମାର୍କ ତଥା A2 ଗ୍ରେଡ଼ ରଖି ୮୮.୮% ରେ ଉତୀର୍ଣ୍ଣ ହେବାସହ ଜୁନାଗଡ଼ ବ୍ଲକ ଟପର ହୋଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶକ୍ତି ପ୍ରସାଦ ମେହେର ପ୍ରକାଶ କରିଛନ୍ତି l ଏହି ସଫଳତା ର ଶ୍ରେୟ ସେ ତାଙ୍କ ବାପା ବବ୍ରୁ ବାହାନ ନାଏକ ଓ ମା ସୁବର୍ଣ୍ଣି ନାଏକ ଓ ବିଦ୍ୟାଳୟ ର ଗୁରୁଜନ ଙ୍କୁ ଦେଇଛନ୍ତି,ଏଥି ନେଇ ବିଦ୍ୟାଳୟ ଛାତ୍ର ଛାତ୍ରୀ ମଧ୍ୟରେ ଖୁସିର ମହୋଲ ଖେଳି ଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧାନଫସଲରେ ରୋଗ ପୋକ (ବିପିଏଚ) ଆତଙ୍କ, ଚିନ୍ତା ରେ ଚାଷୀକୂଳ

masiha

NCC କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

masiha

Leave a Comment

error: Content is protected !!