ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାୟଗଡ଼ : ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ଆଦର୍ଶ ଥାନା ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିଗ ଟାଉନ ହଲ ପରିସର ଅନୁଷ୍ଠିତ ହୋଇଯାଇଅଛି ଇଅଛି ।ଏହି ଶିବିରରେ ର ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ଏସ ଡି ପି ଓ ବାବୁଲି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ବିରର ଶୁଭ ଉଦଘାଟନ କରିଥିଲେ। । ଏହି ଶିବିରରେ ଅ ) ଆଇ ଆଇ ସି ଉତ୍ତମ କୁମାର ପାଢ଼ୀ, ଚନ୍ଦ୍ରକାନ୍ତ ମହାନ୍ତି, ଏ ଏସ ଥାଇ ବନମାଳୀ ନାୟକ, ଜି ଆଇ ଆଇ ଟି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଏନ ଭି ଜେ ରାଓ, ପୌର ପରିଷଦ ଦ ଉପାଧ୍ଯକ୍ଷ ଶିବ ପ୍ରସାଦ ଗୌଡ, ସମାଜ ସେବୀ ରମେଶ ଚନ୍ଦ୍ର ଲିମା ପ୍ରମୁଖ ମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଗୁଣୁପୁର ରକ୍ତ ଭଣ୍ଡାରର ରର ଡାକ୍ତର ସୁଜାତା ଦେବୀ, ଟେକ୍ନିସୀୟାନ, ରାକେଶ କୁମାର ପଣ୍ଡା, ଦେବାସି ତରାଇ, , ସଙ୍ଗୀତା ନାୟକ,ରୋଜି ନାୟକ ଓ ଅରୁଣ ଲିମା ପ୍ରମୁଖ ଯୋଗ ଦେଇ ୫୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ପୋଲିସ ବିଭାଗର କର୍ମଚାରୀ, ବିଭିନ୍ନ ସଙ୍ଗଠନର ଯୁବକ ଓ ଜି ଆଇ ଇ ଟି ବି ଶ୍ବ ବି ଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ବିଦ୍ୟାର୍ଥୀ ମାନେ ଯୋଗ ଦେଇ ଉତ୍ସାହ ସହ ସେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଗୁଣୁପୁର ପୋଲିସର ଭଳି ସେବାକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂ ସାହୁ, ଏସ ଆଇ ଅଶୋକ କୁମାର ପାଢ଼ୀ, ଚ ଶଂସା କରିଛନ୍ତି ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟ୍ରେଲର-କାର ଧକ୍କା: ୧ଗୁରୁତର

masiha

ଆନ୍ଧ୍ରରେ ନଖୋଜ ଯୁବକଙ୍କ ପତ୍ତା ମିଳୁନି ୩ ମାସ ହେଲା ଚିନ୍ତାରେ ପରିବାର

masiha

ବାଲ୍ୟ ବିବାହ ରୋକୁଛି ପ୍ରଶାସନ ,କିନ୍ତୁ ବାଲ୍ୟ ବିବାହର କାରଣ ଖୋଜିବା ଓ ସଚେତନତା ବେଳେ ସେହିଦିଗ ପ୍ରତି ଧ୍ୟାନ ଦେଉ 

Sunil Chandra Nayak

Leave a Comment

error: Content is protected !!