ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼କ୍ରି ଦୋରା ଜଳ ପ୍ରପାତ ରେ ଗାଧୋଉଥିବା ବେଳେ ଯୁବକ ନିଖୋଜ : ଆସନ୍ତାକାଲି ଖୋଜିବ ଅଗ୍ନିଶମ ବିଭାଗ

ଡ଼କ୍ରି ଦୋରା ଜଳ ପ୍ରପାତ ରେ ଗାଧୋଉଥିବା ବେଳେ ଯୁବକ ନିଖୋଜ : ଆସନ୍ତାକାଲି ଖୋଜିବ ଅଗ୍ନିଶମ ବିଭାଗ

ତେନ୍ତୁଳିଖୁଣ୍ଟି ୨୭/୦୫/୨୪ // ଡକରି ଦୋରା ଜଳ ପ୍ରପାତ ରେ ଗାଧୋଉ ଥିବା ବେଳେ ଯୁବକ ଙ୍କ ଗୋଡ ଖସି ଆଉ ବାହାରି ପାରିନି। ପ୍ରତ୍ମେ ଦାଇଭ ମାରିବା ପରେ ପଥର ବାଜି ଯୁବକ ର ମୁଣ୍ଡରେ ଆଘାତ ଲାଗି ଥିବା ସୂଚନା ମିଳିଛି। ଯୁବକ ଙ୍କ ସହ ଯାଇଥିବା ଅନ୍ୟ ଚାରି ଜଣ ବହୁ ଖୋଜବା ପରେ ତେନ୍ତୁଳିଖୁଣ୍ଟି ଥାନା ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଟିମ୍ ଖୋଜିଥିଲେ ମଧ୍ୟ ମିଳୁନି ଆସନ୍ତା କାଲି ପୁଣି ଖୋଜିବେ ବୋଲି ତେନ୍ତୁଳିଖୁଣ୍ଟି ଥାନା ଆଇ ଆଇ ସି ଗୋପାଳ କୃଷ୍ଣ ଆଗୁ ପାତ୍ର ସୂଚନା ଦେଇଛନ୍ତି।।ଯୁବକ ଙ୍କ ବୟସ 22 ବର୍ଷ ହୋଇଥିବା ବେଳେ ସେ ଆନ୍ଧ୍ର ରେ କାମ କରନ୍ତି। ଯୁବକ ଗମିନୁଆଲ ସୁନା ତେନ୍ତୁଳି ଖୁଣ୍ଟି ବ୍ଲକ ପୂଜାରୀ ଗୁଡା ପଂଚାୟତ ଅନ୍ତର୍ଗତ କା୍ନ୍ଦ୍ର।ଗୁଡା ନିବାସୀ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲୁଗାଁର ନୃତନ ଏସଡ଼ିପିଓ ଶୁଭ୍ରାଂଶୁ ମିଶ୍ରଙ୍କୁ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଇଲେ ଚିଲିକା ରିପୋର୍ଟର ଆସୋସିଏସନ ସଦସ୍ୟ

Sunil Chandra Nayak

୧୬ଶ ଅର୍ଥ କମିଶନ ସଦସ୍ୟଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ 

masiha

ଇନ୍ଦିପୁର ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ 

masiha

Leave a Comment

error: Content is protected !!