ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼କ୍ରି ଦୋରା ଜଳ ପ୍ରପାତ ରେ ଗାଧୋଉଥିବା ବେଳେ ଯୁବକ ନିଖୋଜ : ଆସନ୍ତାକାଲି ଖୋଜିବ ଅଗ୍ନିଶମ ବିଭାଗ

ଡ଼କ୍ରି ଦୋରା ଜଳ ପ୍ରପାତ ରେ ଗାଧୋଉଥିବା ବେଳେ ଯୁବକ ନିଖୋଜ : ଆସନ୍ତାକାଲି ଖୋଜିବ ଅଗ୍ନିଶମ ବିଭାଗ

ତେନ୍ତୁଳିଖୁଣ୍ଟି ୨୭/୦୫/୨୪ // ଡକରି ଦୋରା ଜଳ ପ୍ରପାତ ରେ ଗାଧୋଉ ଥିବା ବେଳେ ଯୁବକ ଙ୍କ ଗୋଡ ଖସି ଆଉ ବାହାରି ପାରିନି। ପ୍ରତ୍ମେ ଦାଇଭ ମାରିବା ପରେ ପଥର ବାଜି ଯୁବକ ର ମୁଣ୍ଡରେ ଆଘାତ ଲାଗି ଥିବା ସୂଚନା ମିଳିଛି। ଯୁବକ ଙ୍କ ସହ ଯାଇଥିବା ଅନ୍ୟ ଚାରି ଜଣ ବହୁ ଖୋଜବା ପରେ ତେନ୍ତୁଳିଖୁଣ୍ଟି ଥାନା ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଟିମ୍ ଖୋଜିଥିଲେ ମଧ୍ୟ ମିଳୁନି ଆସନ୍ତା କାଲି ପୁଣି ଖୋଜିବେ ବୋଲି ତେନ୍ତୁଳିଖୁଣ୍ଟି ଥାନା ଆଇ ଆଇ ସି ଗୋପାଳ କୃଷ୍ଣ ଆଗୁ ପାତ୍ର ସୂଚନା ଦେଇଛନ୍ତି।।ଯୁବକ ଙ୍କ ବୟସ 22 ବର୍ଷ ହୋଇଥିବା ବେଳେ ସେ ଆନ୍ଧ୍ର ରେ କାମ କରନ୍ତି। ଯୁବକ ଗମିନୁଆଲ ସୁନା ତେନ୍ତୁଳି ଖୁଣ୍ଟି ବ୍ଲକ ପୂଜାରୀ ଗୁଡା ପଂଚାୟତ ଅନ୍ତର୍ଗତ କା୍ନ୍ଦ୍ର।ଗୁଡା ନିବାସୀ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ ପୂର୍ବଛାତ୍ର ଏକତ୍ରୀକରଣ ଉତ୍ସବ ଉଦ୍‌ଯାପିତ

Sunil Chandra Nayak

ଲଗାଣ ବର୍ଷାରେ ତିନି ମାସର ନିର୍ମିତ କେନାଲ୍ ଲାଇନିଂ ଫାଟି ଆଁ, ନିମ୍ନମାନର କାମ ନେଇ ଉଠିଲା ପ୍ରଶ୍ନ

Sunil Chandra Nayak

ଜୁନାଗଡ଼ ଏନ.ଏ.ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

Leave a Comment

error: Content is protected !!