ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

କାମାକ୍ଷାନଗର(ମ ନି ସ)୨୬/୦୧_ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ସଭାପତି ଶୁଭମୟ ନନ୍ଦ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ l ଏଥିରେ ସଂଘର ସାଧାରଣ ସଂମ୍ପାଦକ ପ୍ରକାଶ କୁମାର ପାତ୍ର, ଲକ୍ଷ୍ମୀଧର ନାୟକ, ପ୍ରଣବ ରଞ୍ଜନ ରାଉତ, ପ୍ରହ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ପଦ୍ମନାଭ ଦାସ, ସୁମନ୍ତ ଜେନା,ପର୍ଶୁରାମ ପାତ୍ର,ଦିଲ୍ଲୀପ କୁମାର ନାୟକ, ଦୈତାରୀ ବେହେରା,ସୁମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ତିରିଂ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ଓ ଵହଳଦା ଅବକାରୀ ବିଭାଗ ତରଫରୁ ବ୍ୟାପକ ଚଢାଉ,ବ୍ୟାପକ ବେଆଇନ ମଦ ଜବତ ସହ ୪ ଜଣଙ୍କୁ କୋର୍ଟ ଚାଲାଣ 

Sunil Chandra Nayak

ପୂଜାରିଗୁଡା : କମ୍ପ୍ୟୁଟର ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ 

Sunil Chandra Nayak

ଓଡ଼ିଶା ଶିଶୁ ଆୟୋଗ ସଦସ୍ୟା ଙ୍କ ବକ୍ତବ୍ୟକୁ ନେଇ ବିହାରୀ ସମାଜର କ୍ଷୋଭ

Sunil Chandra Nayak

Leave a Comment

error: Content is protected !!