ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୁମଧାମରେ ପାଳିତ ହେଲା ସାବିତ୍ରୀ ବ୍ରତ 

ଧୁମଧାମରେ ପାଳିତ ହେଲା ସାବିତ୍ରୀ ବ୍ରତ 

ରାଉରକେଲା: ସଧବା ନାରୀମାନଙ୍କ ଦ୍ଵାରା ପାଳିତ ହେଉଥିବା ବ୍ରତଗୁଡିକ ମଧ୍ୟରୁ ସାବିତ୍ରୀ ବ୍ରତ ଏକ ଶ୍ରେଷ୍ଠ ବ୍ରତ। ସତୀ, ସ୍ବାଧ୍ବୀ ପ୍ରତିବ୍ରତା ସାବିତ୍ରୀଙ୍କ ସ୍ମରଣ ସାଙ୍ଗକୁ ତାଙ୍କ ପନ୍ଥା ଅନୁସରଣ ହେଉଛି ସାବିତ୍ରୀ ବ୍ରତ ପାଳନର ମୂଳ ଲକ୍ଷ୍ୟ। ସାବିତ୍ରୀ ବ୍ରତ ପାଳନ କରି ନାରୀ ନିଜ ପତି ର ଦୀର୍ଘାୟୁ କାମନା କରିଥାଏ। ଏହି ବ୍ରତରେ ସାବିତ୍ରୀ ଦେବୀ, ଯମ ଦେବତା, ସତ୍ୟବାନ ଓ କେତେକ ସ୍ଥାନରେ ଲକ୍ଷ୍ମୀନାରାୟଣ ଙ୍କୁ ପୂଜା କରାଯାଇଥାଏ ।ଏହି ପରିପ୍ରେକ୍ଷୀରେ ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ବିଭିନ୍ନ ମନ୍ଦିର ମାନଙ୍କରେ ସ୍ବତନ୍ତ୍ର ପୂଜାପାଠର ଆୟୋଜନ କରାଯାଇଥିଲା। ଏଥିପାଇଁ ସହର ଉତ୍ସବମୁଖର ହୋଇ ଉଠିଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

Sunil Chandra Nayak

ଉମରା ତୀର୍ଥ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସୁନ୍ଦରଗଡ଼ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!