ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଆଳତୁମା ଗ୍ରାମର ପୂର୍ବତନ ଗ୍ରାମ ସଭାପତିଙ୍କ ବିୟୋଗ 

ନୂଆ ଆଳତୁମା ଗ୍ରାମର ପୂର୍ବତନ ଗ୍ରାମ ସଭାପତିଙ୍କ ବିୟୋଗ 

କାମାକ୍ଷାନଗର (ମନିସ )19/6/24 // କାମାକ୍ଷାନଗର ସ୍ଥିତ ନୂଆ ଆଳତୁମା ଗ୍ରାମର ପୂର୍ବତନ ସଭାପତି ତଥା ମହାଲଷ୍ମୀ ୟୁଥକ୍ଳବ ପତିଷ୍ଠାତା ସୁରେଶ ରାଉଳଙ୍କ ହୃଦରୋଗରେ ପରଲୋକ ହୋଇଯାଇଛି !

ସ୍ୱଗର୍ତ ରାଉଳ ନୂଆ ଆଳତୁମା ସ୍ଥିତ ନିଜ ଘରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ପରିବାର ଲୋକ ତୁରନ୍ତ କଟକ ଚିକିତ୍ସାଳୟକୁ ନେଉଥିବା ବେଳେ ଛାତିରେ ଅଧିକ ଯନ୍ତ୍ରଣା ଅନୁଭଵ କରିବାରୁ ବାଟରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ମୁତ ଘୋଷଣା କରିଥିଲେ!ଖବର ପ୍ରଚାର ହେବା ପରେ ବହୁ ମାନ୍ୟ ଗଣ୍ୟ ଲୋକ ଓ ଗ୍ରାମ ବାସି ତାଙ୍କ ଶେଷ ଦର୍ଶନ କରିବାକୁ ବାସ ଭଵନରେ ପହଞ୍ଚିଥିଲେ, ସ୍ୱର୍ଗତ ରାଉଳ ବାରବର୍ଷ ହେବ ନୂଆ ଆଳତୁମା ଗ୍ରାମ ସଭାପତି ଭାବେ ଦାଇତ୍ୱ ତୁଳାଇ ଥିଲେ, ତାଙ୍କୁ ରାମିୟାଳ ନଦୀତଟରେ ଶେଷକୃତ୍ୟ ସମ୍ପୂଣ୍ଣ କରାଯାଇଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗଜାନନ ଙ୍କ କ୍ୟାନ୍ସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ

Sunil Chandra Nayak

ସି ଆର ଏମ ଋଣ ସମବାୟ ସମିତି ର ୫୦ ତମ ସଧାରଣ ବୈଠକ ଅନୁଷ୍ଠିତ

masiha

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

masiha

Leave a Comment

error: Content is protected !!