ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ମହୋତ୍ସବ ପାଳନ କରିଲେ ସାମାଜିକ ଅନୁଷ୍ଠାନ ଦେଶ ସେବା ଫାଉଣ୍ଡେସନ ପରିବାର

ବନ ମହୋତ୍ସବ ପାଳନ କରିଲେ ସାମାଜିକ ଅନୁଷ୍ଠାନ ଦେଶ ସେବା ଫାଉଣ୍ଡେସନ ପରିବାର

କେନ୍ଦ୍ରାପଡ଼ା :– ଯାହାକି ସାରା ଓଡ଼ିଶା ବନ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ସମାଜ ସେବୀ ମନିଷା ପଣ୍ଡା ଙ୍କ ଉପଦେଶ କ୍ରମେ ସାମାଜିକ ଅନୁଷ୍ଠାନ ଦେଶ ସେବା ଫାଉଣ୍ଡେସନ ପରିବାର ର ସମସ୍ତ ଯୁବ କର୍ମୀ ମାନେ ପହଞ୍ଚି ଥିଲେ ଶାରଦା ଏକାଡେମୀ ଛକନା ଉଚ୍ଚ ବିଦ୍ୟାଳୟ ପରିସର ରେ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଜୋସ୍ନାମୟୀ ବେହେରା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସୁନ୍ଦର ଭାବରେ ବନ ମହୋତ୍ସବରେ ବୃକ୍ଷ ରୋପଣ କରିବା ସହିତ ଦେଶ ସେବା ଫାଉଣ୍ଡେସନ ପରିବାର ରେ ସାମିଲ ହୋଇ ସେବା ପ୍ରଦାନ କରୁଥିବା ମନିଷା ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ପ୍ରତି ସଚେତନତା ବିଷୟରେ ଉପଦେଶ ଦେଇଥିଲେ ଏବଂ ଦେଶ ସେବା ଫାଉଣ୍ଡେସନ ପରିବାର କୁ ଅନେକ ସହ ହୁଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇ ଥାନ୍ତି ଯାହାକି ସେହି ସମସ୍ତ ଅର୍ଥ ରାଶିକୁ ଗରିବ ଅସହାୟ ବ୍ୟକ୍ତି ଙ୍କ ପାଖରେ ପହଞ୍ଚାଇ ଥାନ୍ତି ଯୁବ କର୍ମୀ ବନ୍ଧୁ ମାନେ। ଆଜି ବନ ମହୋତ୍ସବରେ ଦକ୍ଷ ଗ୍ରାମ ରେ ଜଣେ ବୁଦ୍ଧ ବ୍ୟକ୍ତୀ ଧୁରୁବ ଜେନା ଏବଂ ତାଙ୍କ ସ୍ତ୍ରୀ ପକ୍ଷ୍ୟାଘାତ ରୋଗରେ ପୀଡିତ ଅଛନ୍ତି ବହୁତ୍ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯାହାକି ଦୁଃଖି ଅସହାୟ ଗରିବ ପରିବାର ଟି ବର୍ଷା ରୁ ରକ୍ଷା ପାଇବା ପାଇଁ ପାଲ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ସରକାରି ସହାୟତା ପାଇଁ ବ୍ୟବସ୍ଥା କରିବା ପାଇଁ କହିଥିଲେ ଦେଶ ସେବା ଫାଉଣ୍ଡେସନ ପରିବାର ର ଯୁବ କର୍ମୀ ମାନେ। ସବୁ ବେଳେ ସମସ୍ତ ଙ୍କ ଦୁଃଖ ସୁଖ ରେ ସାଥି ହୋଇ ଥାଆନ୍ତି ଏହି ସାମାଜିକ ଅନୁଷ୍ଠାନ ଦେଶ ସେବା ଫାଉଣ୍ଡେସନ ପରିବାର।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଇଣ୍ଟେଲିଜେଣ୍ଟ ସିଷ୍ଟମ ,ଆଇଓଟି ଏବଂ ବେତାର ଯୋଗାଯୋଗ ଆଲୋଚନାଚକ୍ର

masiha

ଜିଲା ସ୍ତରୀୟ ରନିଆର ସାମାଜ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ 

masiha

ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!