ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ପାଳନ ସହ “ମା ପାଇଁ ଗଛଟିଏ” କାର୍ଯକ୍ରମ 

ଡ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ପାଳନ ସହ “ମା ପାଇଁ ଗଛଟିଏ” କାର୍ଯକ୍ରମ 

ରାୟଗଡା :- କାଶୀପୁର ବ୍ଲକର ମାଣ୍ଡିବିଶି ଓ ଗୋଡିବାଲି ପଞ୍ଚାୟତରେ “ଗୋଡିବାଲି ସଙ୍କୁଲ”ର ନାବାର୍ଡ ଦ୍ୱାରା ୱାର୍ଡି ପ୍ରକଳ୍ପରେ ଡ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ପାଳନ ସହ “ମା ପାଇଁ ଗଛଟିଏ” ଲଗାଇବା ଅବସରରେ “ୱାଡି ପ୍ରକଳ୍ପ”ରେ 7700 ଗଛ ଲଗାଯିବାର ଶୁଭାରମ୍ଭ କାଳିରାମ ମାଝୀ ଦ୍ୱାରା କରାଗଲା । ଏହା ଦ୍ୱାରା 200ଚାଷୀର ଅର୍ଥନୀତି, ସ୍ୱାବଲମ୍ବୀ ହେବା ସହ ପଳାୟନରୁ ମୂକ୍ତି ପାଇବେ ଏପରିକି ରୋଜଗାର ପାଇବେ । ଏହି କାର୍ଯ୍ୟକ୍ରମରେ କାଳିରାମ ମାଝୀ, କୋରାପୁଟ ଲୋକସଭା ପ୍ରାର୍ଥୀ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ-ଆଦିବାସୀ ମୋର୍ଚ୍ଚା, ପରିଚାଳିକା, ଅରୁପା ଫାଉଣ୍ଡେସନର ଡଃ ନିତା ଦ୍ୱିବେଦୀ, ନାଗେଶ, ତ୍ରିଲୋଚନ ସିଂଦେଓ, ମାଣ୍ଡିବିଶି ପାଞ୍ଚାୟତର ବାହାରପଦାମାଝି ଓ ଭିତର ପଦାମାଝୀ ଗ୍ରାମର ସମସ୍ତ ଚାଷୀ ଯୋଗ ଦେଇଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳମଣି ସେବାସଂସ୍ଥାର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

masiha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଅର୍ପଣ ରଥ ପରିକ୍ରମା ସମ୍ପନ୍ନ

masiha

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!