ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଗୀଗୁଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ 

ସର୍ଗୀଗୁଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ 

ନର୍ଲା//06/08/24 // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସର୍ଗିଗୁଡ଼ା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ପୋଢ଼ 75 ବର୍ଷ ବୟସରେ ନିଜ ବାସଭଵନରେ ପରଲୋକ ହୋଇଛି l ପରୋପକାରୀ ଓ ମିଷ୍ଟଭାଷୀ ଶ୍ରୀଯୁକ୍ତ ପୋଢ଼ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ନିକଟସ୍ତ ମଶାଣିରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି l ମୃତ୍ୟୁ ସମୟରେ ପୁଅ ଜୟଦେବ୍ ପୋଡ଼ ଓ ପୁତ୍ରବଧୂ ଗୀତାଞ୍ଜଳି ଏବଂ ତିନି ନାତୁଣୀ ଶିବାନୀ, ଚର୍ଚ୍ଚିକା,ଓ ପ୍ରଜ୍ଞା ଙ୍କ ସହିତ ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶୋକସନ୍ତପ୍ତ ପରିବାରକୁ ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ, ପୂର୍ବତନ ସମିତିସଭ୍ୟ କୁମୁଦ ନାଏକ, ନର୍ଲା କଂଗ୍ରେସର ସଭାପତି ସମୀର ଚାନ୍ଦ ଓ ବିଭିନ୍ନ ମହଲରୁ ସମବେଦନା ଜ୍ଞପନା କରି ତାଙ୍କର ଆମର ଆତ୍ମା ର ସଦ୍ ଗତି କାମନା କରିଛନ୍ତି।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

Sunil Chandra Nayak

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା 

Sunil Chandra Nayak

କନିଷ୍ଠ କିରାଣୀ ସଂଘ ର ସାଙ୍ଗଠନିକ ବୈଠକ 

Sunil Chandra Nayak

Leave a Comment

error: Content is protected !!